ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଅକ୍ଟୋବର ପୃଷ୍ଠା ୪
  • ଯିହୋବାଙ୍କ ଆକର୍ଷଣୀୟ ଗୁଣ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ଆକର୍ଷଣୀୟ ଗୁଣ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ହାରେ ନା ପ୍ରେମ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଯିହୋବା ବିଶ୍ୱସ୍ତ ପ୍ରେମ ଦେଖି ଖୁସି ହୁଅନ୍ତି—ଆପଣଙ୍କ ବିଷୟରେ କʼଣ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ଯିହୋବା କେଉଁଭଳି ଈଶ୍ୱର ଅଟନ୍ତି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ପରସ୍ପର ପାଇଁ ପ୍ରେମ କିପରି ବଢ଼ାଇପାରିବା ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଅକ୍ଟୋବର ପୃଷ୍ଠା ୪

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୩୩-୩୪

ଯିହୋବାଙ୍କ ଆକର୍ଷଣୀୟ ଗୁଣ

୩୪:୫-୭

ମୋଶା ଇସ୍ରାଏଲୀୟମାନଙ୍କ ପ୍ରତି ଧୈର୍ଯ୍ୟ ଦେଖାଇପାରିଲେ, କାରଣ ସେ ଯିହୋବାଙ୍କ ଗୁଣଗୁଡ଼ିକୁ ଭଲ ଭାବେ ଜାଣିଥିଲେ । ମୋଶାଙ୍କ ଭଳି ଯଦି ଆମେ ମଧ୍ୟ ଯିହୋବାଙ୍କ ଗୁଣଗୁଡ଼ିକୁ ଗଭୀର ଭାବେ ଜାଣିବାକୁ ଚେଷ୍ଟା କରିବା, ତେବେ ଆମ ଭାଇଭଉଣୀମାନଙ୍କ ପ୍ରତି ଭଲ ବ୍ୟବହାର ଦେଖାଇପାରିବା ।

  • “ସ୍ନେହଶୀଳ ଓ କୃପାମୟ”: ଯେପରି ପିତାମାତା ନିଜ ପିଲାଙ୍କୁ ଲାଳନପାଳନ କରନ୍ତି, ଠିକ୍‌ ସେହିପରି ଯିହୋବା ମଧ୍ୟ ନିଜ ସେବକମାନଙ୍କର ଯତ୍ନ ନିଅନ୍ତି ଏବଂ ସେମାନଙ୍କୁ ପ୍ରେମ କରନ୍ତି

  • “କ୍ରୋଧରେ ଧୀର”: ଯିହୋବା ବହୁତ ଧୈର୍ଯ୍ୟ ଧରନ୍ତି । ଯେତେବେଳେ ତାହାଙ୍କ ସେବକମାନେ ଭୁଲ କରନ୍ତି, ସେ ତୁରନ୍ତ କ୍ରୋଧ କରନ୍ତି ନାହିଁ ବରଂ ସେମାନଙ୍କୁ ସୁଧାର କରିବା ପାଇଁ ସମୟ ଦିଅନ୍ତି

  • “ଅଟଳ ପ୍ରେମରେ ପରିପୂର୍ଣ୍ଣ” (NW ): ଯିହୋବା ନିଜ ଲୋକମାନଙ୍କୁ ପ୍ରକୃତ ପ୍ରେମ କରନ୍ତି । ସେ ସେମାନଙ୍କୁ ପ୍ରେମ କରିବା କେବେ ମଧ୍ୟ ଛାଡ଼ିବେ ନାହିଁ

ଚିତ ସମୂହ: ଯିହୋବାଙ୍କ ସାକ୍ଷୀମାନେ ଯିହୋବାଙ୍କ ଭଳି ଗୁଣ ଦେଖାଉଛନ୍ତି । ୧. ଦୁଇ ଜଣ ଚୀନ ଏକ ପରିବାର ସହ ବସି ବାଇବଲ ପଦ ପଛନ୍ତି ଏବଂ ସେମାନଙ୍କ ସାହସ ବଉଛନ୍ତି । ୨. ଜଣେ ଭଉଣୀ କାନ୍ଦୁଛନ୍ତି ଏବଂ ଆଉ ଜଣେ ଭଉଣୀ ତାଙ୍କୁ ସାନ୍ତନା ଦେଉଛନ୍ତି ।

ନିଜକୁ ପଚାରନ୍ତୁ, ମୁଁ ଯିହୋବାଙ୍କ ଭଳି କିପରି ଦୟା ଓ କୃପା ଦେଖାଇପାରିବି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ