୧୨-୧୮ ଅକ୍ଟୋବର
ଯାତ୍ରା ପୁସ୍ତକ ୩୩-୩୪
ଗୀତ ୧୧୫ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବାଙ୍କ ଆକର୍ଷଣୀୟ ଗୁଣ”: (୧୦ ମି.)
ଯାତ୍ରା ୩୪:୫—ଈଶ୍ୱରଙ୍କ ନାମ ଜାଣିବାର ଅର୍ଥ ହେଉଛି ତାହାଙ୍କ ଉଦ୍ଦେଶ୍ୟ, କାମ ଓ ଗୁଣଗୁଡ଼ିକୁ ଜାଣିବା (ପ୍ର୧୩-ହି ୩/୧୫ ପୃ ୨୪ ¶୩)
ଯାତ୍ରା ୩୪:୬—ଯିହୋବାଙ୍କ ଗୁଣଗୁଡ଼ିକୁ ଜାଣିବା ଦ୍ୱାରା ତାହାଙ୍କ ସହ ଆମ ସମ୍ପର୍କ ଆହୁରି ଗଭୀର ହୁଏ (ପ୍ର୦୯-ହି ୧୦/୧ ପୃ ୨୮ ¶୩-୫)
ଯାତ୍ରା ୩୪:୭—ଯିହୋବା ହୃଦୟରୁ ପଶ୍ଚାତାପ କରୁଥିବା ଲୋକମାନଙ୍କୁ କ୍ଷମା କରନ୍ତି (ପ୍ର୦୯-ହି ୧୦/୧ ପୃ ୨୮ ¶୬)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଯାତ୍ରା ୩୩:୧୧, ୨୦—ଈଶ୍ୱର ମୋଶାଙ୍କ ସହ କିପରି “ମୁଖାମୁଖି ହୋଇ” କଥା ହେଲେ ? (ପ୍ର୦୪-ହି ୩/୧୫ ପୃ ୨୭ ¶୫)
ଯାତ୍ରା ୩୪:୨୩, ୨୪—ଯେତେବେଳେ ଇସ୍ରାଏଲୀୟ ପୁରୁଷମାନେ ବର୍ଷକୁ ତିନି ଥର ପର୍ବ ପାଳନ କରିବା ପାଇଁ ଯାଉଥିଲେ, ସେମାନଙ୍କୁ ଯିହୋବାଙ୍କ ଉପରେ କାହିଁକି ବିଶ୍ୱାସ କରିବାର ଥିଲା ? (ପ୍ର୯୮-ହି ୯/୧ ପୃ ୨୦ ¶୫)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା କମ୍) ଯାତ୍ରା ୩୩:୧-୧୬ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପୁନଃସାକ୍ଷାତର ଭିଡିଓ: (୫ ମି.) ଆଲୋଚନା: ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ଭଉଣୀ ପ୍ରୀତି ପଦକୁ କିପରି ସ୍ପଷ୍ଟ ଭାବେ ବୁଝାଇଲେ ? ସେ ଏପରି କʼଣ କହିଲେ ଯାହାଫଳରେ ମହିଳା ଜଣକ ଭାବିବାକୁ ବାଧ୍ୟ ହେଲେ ?
ପୁନଃସାକ୍ଷାତ: (୩ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧୬)
ପୁନଃସାକ୍ଷାତ: (୫ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଆମକୁ ଶିଖାଏ ବହି ଦିଅନ୍ତୁ ଏବଂ ୨ ଅଧ୍ୟାୟରୁ ବାଇବଲ ଅଧ୍ୟୟନ ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୮)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଯୁବକଯୁବତୀମାନେ, କʼଣ ଯିହୋବା ଆପଣଙ୍କ ସବୁଠାରୁ ଭଲ ମିତ୍ର ?”: (୧୫ ମି.) ଆଲୋଚନା: ଯୁବକଯୁବତୀମାନେ, ‘ଯିହୋବା ଯେ ମଙ୍ଗଳମୟ, ଏହା ଆସ୍ୱାଦନ କରି ଦେଖ’ ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି. କିମ୍ବା କମ୍) ପ୍ରେମରେ ସ୍ଥିର ଅଧ୍ୟା ୧୦ ¶୧-୧୦
ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍)
ଗୀତ ୧୩୧ ଏବଂ ପ୍ରାର୍ଥନା