ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଡିସେମ୍ବର ପୃଷ୍ଠା ୪
  • ୧୬-୨୨ ଡିସେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୬-୨୨ ଡିସେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଡିସେମ୍ବର ପୃଷ୍ଠା ୪

୧୬-୨୨ ଡିସେମ୍ବର

ପ୍ରକାଶିତ ବାକ୍ୟ ୧୩-୧୬

  • ଗୀତ ୫୫ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଭୟଙ୍କର ପଶୁଗୁଡ଼ିକୁ ଡରନ୍ତୁ ନାହିଁ”: (୧୦ ମି.)

    • ପ୍ରକା ୧୩:୧, ୨—ସର୍ପ ଦଶ ଶୃଙ୍ଗ ଓ ସପ୍ତ ମସ୍ତକ ଥିବା ପଶୁକୁ କ୍ଷମତା ଦିଏ (ପ୍ର୧୨-ହି ୬/୧୫ ୮ ¶୬)

    • ପ୍ରକା ୧୩:୧୧, ୧୫—ଦୁଇ ଶୃଙ୍ଗ ଥିବା ପଶୁ ପ୍ରଥମ ପଶୁର ପ୍ରତିମାରେ ଜୀବନ ଭରିଦିଏ (ରେଭେଲେସନ୍‌ ୧୯୪ ¶୨୬; ୧୯୫ ¶୩୦-୩୧)

    • ପ୍ରକା ୧୩:୧୬, ୧୭—ପଶୁର ଚିହ୍ନ ଧାରଣ କରନ୍ତୁ ନାହିଁ (ପ୍ର୦୯-ହି ୨/୧୫ ୪ ¶୨)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ପ୍ରକା ୧୬:୧୩, ୧୪—“ସର୍ବଶକ୍ତିମାନ ଈଶ୍ୱରଙ୍କ ମହାଦିନର ଯୁଦ୍ଧ ନିମନ୍ତେ” ରାଷ୍ଟ୍ରଗୁଡ଼ିକୁ କିପରି ଏକତ୍ର କରାଯିବ ? (ପ୍ର୦୯-ହି ୨/୧୫ ୪ ¶୫)

    • ପ୍ରକା ୧୬:୨୧—ଶୟତାନର ଜଗତର ଅନ୍ତ ହେବାର ଠିକ୍‌ ପୂର୍ବରୁ ଆମେ କେଉଁ ବାର୍ତ୍ତାର ଘୋଷଣା କରିବା ? (ପ୍ର୦୧୫-ହି ୭/୧୫ ୧୬ ¶୯)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ପ୍ରକା ୧୬:୧-୧୬ (ଶିଖାଇବା  ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।

  • ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୨)

  • ପ୍ରଥମ ପୁନଃସାକ୍ଷାତ: (୫ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ‘ବାଇବଲ ଅଧ୍ୟୟନ କିପରି ହୁଏ ?’  ଭିଡିଓ ବିଷୟରେ କୁହନ୍ତୁ ଏବଂ ଆଲୋଚନା କରନ୍ତୁ (କିନ୍ତୁ ତାକୁ ଚଲାନ୍ତୁ ନାହିଁ) । (ଶିଖାଇବା  ଅଧ୍ୟୟନ ୧୧)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୨୧

  • ନିଷ୍ପକ୍ଷ ରହିବା ବଜାୟ ରଖନ୍ତୁ: (୧୫ ମି.) ଆଲୋଚନା । ନିଜ ଚିନ୍ତାଧାରା ଓ କାମଗୁଡ଼ିକରେ ନିଷ୍ପକ୍ଷ ରହନ୍ତୁ  (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ସାମାଜିକ ବିଷୟ ଓ ସରକାରର ନିୟମଗୁଡ଼ିକ ବିଷୟରେ ଆପଣ କିପରି ନିଷ୍ପକ୍ଷ ରହିପାରିବେ ? ଏହାପରେ ସର୍ବସାଧାରଣ ଜାଗାଗୁଡ଼ିକରେ ନିଷ୍ପକ୍ଷ ରହନ୍ତୁ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ଯେଉଁ ପରିସ୍ଥିତିରେ ଆପଣଙ୍କ ନିଷ୍ପକ୍ଷତାର ପରୀକ୍ଷା ହୋଇପାରେ, ତାʼ ପାଇଁ ଆପଣ ନିଜକୁ କିପରି ପ୍ରସ୍ତୁତ କରିପାରିବେ ?

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ  ଅଧ୍ୟା ୧୫ ¶୧-୧୦

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୩୪ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ