ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଅକ୍ଟୋବର ପୃଷ୍ଠା ୨
  • ଦେଖାନ୍ତୁ ଯେ ଆପଣଙ୍କଠାରେ ଈଶ୍ୱରଙ୍କ ଜ୍ଞାନ ଅଛି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଦେଖାନ୍ତୁ ଯେ ଆପଣଙ୍କଠାରେ ଈଶ୍ୱରଙ୍କ ଜ୍ଞାନ ଅଛି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ପ୍ରକୃତ ବୁଦ୍ଧି ଉଚ୍ଚସ୍ୱରରେ ଡାକୁଛି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଅକ୍ଟୋବର ପୃଷ୍ଠା ୨
ଜଣେ ଭଉଣୀ ବାଇବଲରେ ଯାହା ପଛନ୍ତି ତା’ ଉପରେ ଚିନ୍ତନ କରୁଛନ୍ତି, ସେ ଯେବେ ଜଣେ ଭଉଣୀଙ୍କ ସହ ଯୁକ୍ତିତର୍କ କରିଲେ ତାହା ମନେ ପକାଉଛନ୍ତି ଏବଂ ସେହି ଭଉଣୀଙ୍କ ସହ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାକୁବ ୩-୫

ଦେଖାନ୍ତୁ ଯେ ଆପଣଙ୍କଠାରେ ଈଶ୍ୱରଙ୍କ ଜ୍ଞାନ ଅଛି

୩:୧୭

ଈଶ୍ୱରଙ୍କ ବୁଦ୍ଧିରୁ ପ୍ରତିଦିନ ଆମର ଲାଭ ହୋଇଥାଏ। ଉଦାହରଣ ପାଇଁ, ଏହା ଆମକୁ ମଣ୍ଡଳୀର ଭାଇଭଉଣୀମାନଙ୍କ ସହ ଶାନ୍ତି ବଜାୟ ରଖିବା ପାଇଁ ସାହାଯ୍ୟ କରିପାରେ। ଯଦି ଆମଠାରେ ପ୍ରକୃତରେ ଈଶ୍ୱରଙ୍କ ବୁଦ୍ଧି ଅଛି, ତେବେ ଏହା ଆମ ଚାଲିଚଳନରୁ ସ୍ପଷ୍ଟ ଜଣାପଡ଼େ ।

ନିଜକୁ ପଚାରନ୍ତୁ: ‘ନିକଟ ଅତୀତରେ ମୁଁ ଏ ମଧ୍ୟରୁ କେଉଁସବୁ ଗୁଣଗୁଡ଼ିକୁ ଦେଖାଇଥିଲି ? ମୁଁ ଆହୁରି ଭଲ ଭାବେ ଏ ଗୁଣଗୁଡ଼ିକୁ କିପରି ଦେଖାଇପାରିବି ?’

  • ପବିତ୍ର

  • ଶାନ୍ତିପ୍ରିୟ

  • ମୃଦୁଶୀଳ

  • ବାଧ୍ୟ

  • ଦୟା ଓ ଉତ୍ତମ ଫଳରେ ପରିପୂର୍ଣ୍ଣ

  • ସନ୍ଦେହଶୂନ୍ୟ

  • ନିଷ୍କପଟ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ