ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଅକ୍ଟୋବର ପୃଷ୍ଠା ୨
  • ୭-୧୩ ଅକ୍ଟୋବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୭-୧୩ ଅକ୍ଟୋବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଅକ୍ଟୋବର ପୃଷ୍ଠା ୨

୭-୧୩ ଅକ୍ଟୋବର

ଯାକୁବ ୩-୫

  • ଗୀତ ୫୦ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଦେଖାନ୍ତୁ ଯେ ଆପଣଙ୍କଠାରେ ଈଶ୍ୱରଙ୍କ ଜ୍ଞାନ ଅଛି”: (୧୦ ମି.)

    • ଯାକୁ ୩:୧୭—ଈଶ୍ୱରଙ୍କ ଜ୍ଞାନ ପବିତ୍ର ଓ ଶାନ୍ତିପ୍ରିୟ [ଯିହୋବାଙ୍କ ନିକଟବର୍ତ୍ତୀ  (ହିନ୍ଦୀ) ୨୨୧-୨୨୨ ¶୯-୧୦]

    • ଯାକୁ ୩:୧୭—ଈଶ୍ୱରଙ୍କ ଜ୍ଞାନ ମୃଦୁଶୀଳ, ବାଧ୍ୟ, ଦୟା ଓ ଉତ୍ତମ ଫଳରେ ପରିପୂର୍ଣ୍ଣ [ଯିହୋବାଙ୍କ ନିକଟବର୍ତ୍ତୀ  (ହିନ୍ଦୀ) ୨୨୩-୨୨୪ ¶୧୨; ୨୨୪-୨୨୫ ¶୧୪-୧୫]

    • ଯାକୁ ୩:୧୭—ଈଶ୍ୱରଙ୍କ ଜ୍ଞାନ ସନ୍ଦେହଶୂନ୍ୟ ଓ ନିଷ୍କପଟ [ଯିହୋବାଙ୍କ ନିକଟବର୍ତ୍ତୀ  (ହିନ୍ଦୀ) ୨୨୬-୨୨୭ ¶୧୮-୧୯]

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଯାକୁ ୪:୫—ଯାକୁବ ଏଠାରେ ଶାସ୍ତ୍ରର କେଉଁ ପଦ ବିଷୟରେ ଉଲ୍ଲେଖ କରିଛନ୍ତି ? (ପ୍ର୦୮-ହି ୧୧/୧୫ ୨୦ ¶୬)

    • ଯାକୁ ୪:୧୧, ୧୨—ଜଣେ ବ୍ୟକ୍ତି ନିଜ “ଭାଇର ଗ୍ଳାନି” କରି କିପରି “ବ୍ୟବସ୍ଥାର ଗ୍ଳାନି କରେ” ? (ପ୍ର୯୭-ହି ୧୧/୧୫ ୨୦-୨୧ ¶୮)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଯାକୁ ୩:୧-୧୮ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ: (୧୦ ମି.) ଆଲୋଚନା। ସ୍ୱରରେ ପରିବର୍ତ୍ତନ ଆଣିବା  ଭିଡିଓ ଦେଖାନ୍ତୁ। ତାʼପରେ ଶିଖାଇବା  ପୁସ୍ତିକାର ଅଧ୍ୟୟନ ୧୦ ଉପରେ ଆଲୋଚନା କରନ୍ତୁ।

  • ଭାଷଣ: (୫ ମି. କିମ୍ବା ତାʼଠାରୁ କମ୍‌) ପ୍ର୧୦-ଇଂ ୯/୧ ୨୩-୨୪—ବିଷୟବସ୍ତୁ: ଆମେ କାହିଁକି ଏବଂ କାହା ନିକଟରେ ନିଜ ପାପ ସ୍ୱୀକାର କରିବା ଉଚିତ୍‌ ? (ଶିଖାଇବା  ଅଧ୍ୟୟନ ୧୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୫୩

  • ମଣ୍ଡଳୀର ଆବଶ୍ୟକତା: (୧୫ ମି.)

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ  ଅଧ୍ୟା ୧୧ ¶୧୦-୧୮, ଅଧିକ ବିବରଣୀ—୨୭

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୭୦ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ