ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଜୁନ୍‌ ପୃଷ୍ଠା ୨
  • “ରୂପକ” ନାଟକ ଆମ ପାଇଁ କʼଣ ଅର୍ଥ ରଖେ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ରୂପକ” ନାଟକ ଆମ ପାଇଁ କʼଣ ଅର୍ଥ ରଖେ ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ଆପଣଙ୍କ ପ୍ରଶ୍ନ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଜୁନ୍‌ ପୃଷ୍ଠା ୨
ହାଗାର ଓ ସାରା—ପଛପଟେ ମନ୍ଦିରରେ ବଳି ଚଯାଉଛି; ଶିଷ୍ୟମାନେ ଚାର କରୁଛନ୍ତି; ନଳାକାର ପୁସ୍ତକ ପଯିବା ସମୟରେ ଶିଷ୍ୟମାନେ ଶୁଣୁଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଗାଲାତୀୟ ୪-୬

“ରୂପକ” ନାଟକ ଆମ ପାଇଁ କʼଣ ଅର୍ଥ ରଖେ ?

୪:୨୪-୩୧

ନୂତନ ଚୁକ୍ତିଟି ନିୟମର ଚୁକ୍ତିଠାରୁ କେତେ ଉତ୍ତମ ତାହା ବୁଝାଇବା ପାଇଁ ପ୍ରେରିତ ପାଉଲ “ରୂପକ” ନାଟକ ବିଷୟରେ କହିଲେ। ଖ୍ରୀଷ୍ଟ ଓ ତାହାଙ୍କ ସହ ମିଶି ଯେଉଁମାନେ ଶାସନ କରିବେ, ସେମାନଙ୍କ ଅଧୀନରେ ସମଗ୍ର ମାନବଜାତିକୁ ପାପ, ଅପରିପୂର୍ଣ୍ଣତା, ଦୁଃଖ ଓ ମୃତ୍ୟୁରୁ ସ୍ୱାଧୀନତା ମିଳିବ।—ଯିଶା ୨୫:୮, ୯.

ହାଗାର—ଜଣେ ଦାସୀ

ଇସ୍ରାଏଲ ଦେଶ ଯାହା ମୋଶାଙ୍କ ନିୟମର ଅଧୀନରେ ଥିଲା ଏବଂ ଯାହାର ରାଜଧାନୀ ଯିରୂଶାଲମ ଥିଲା

ସାରା—ଜଣେ ସ୍ୱାଧୀନା ସ୍ତ୍ରୀ

ଊର୍ଦ୍ଧ୍ୱସ୍ଥ ଯିରୂଶାଲମ ଅର୍ଥାତ୍‌ ଈଶ୍ୱରଙ୍କ ସଂଗଠନର ସ୍ୱର୍ଗୀୟ ଭାଗ

ହାଗାରର ‘ସନ୍ତାନମାନେ’

ଯିହୁଦୀ ଲୋକମାନେ (ଯିହୋବାଙ୍କୁ ପ୍ରତିଜ୍ଞା କରିଥିଲେ ଯେ ସେମାନେ ମୋଶାଙ୍କ ନିୟମକୁ ପାଳନ କରିବେ) ଯେଉଁମାନେ ଯୀଶୁଙ୍କୁ ଯାତନା ଦେଲେ ଏବଂ ପ୍ରତ୍ୟାଖ୍ୟାନ କଲେ

ସାରାଙ୍କ ‘ସନ୍ତାନମାନେ’

ଖ୍ରୀଷ୍ଟ ଓ ୧,୪୪,୦୦୦ ଜଣ ଅଭିଷିକ୍ତ ଖ୍ରୀଷ୍ଟିୟାନ

ନିୟମର ଚୁକ୍ତିର ଦାସ

ମୋଶାଙ୍କ ନିୟମ ଇସ୍ରାଏଲୀୟମାନଙ୍କୁ ହୃଦୟଙ୍ଗମ କରାଇଲା ଯେ ସେମାନେ ପାପର ଦାସତ୍ୱରେ ଅଛନ୍ତି

ନୂତନ ଚୁକ୍ତି ସ୍ୱାଧୀନତା ଦିଏ

ମୋଶାଙ୍କ ନିୟମ ଇସ୍ରାଏଲୀୟମାନଙ୍କୁ ହୃଦୟଙ୍ଗମ କରାଉଥିଲା ଯେ ସେମାନେ ପାପୀ ଅଟନ୍ତି, କିନ୍ତୁ ଖ୍ରୀଷ୍ଟଙ୍କ ବଳିଦାନ ଉପରେ ବିଶ୍ୱାସ କଲେ, ସେମାନେ ପାପରୁ ସ୍ୱାଧୀନତା ପାଇପାରିବେ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ