ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଜୁନ୍‌ ପୃଷ୍ଠା ୨
  • ୩-୯ ଜୁନ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୩-୯ ଜୁନ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଜୁନ୍‌ ପୃଷ୍ଠା ୨

୩-୯ ଜୁନ୍‌

ଗାଲାତୀୟ ୪-୬

  • ଗୀତ ୧୬ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “‘ରୂପକ’ ନାଟକ ଆମ ପାଇଁ କʼଣ ଅର୍ଥ ରଖେ ?”: (୧୦ ମି.)

    • ଗାଲା ୪:୨୪, ୨୫—ହାଗାର ଯିରୂଶାଲମ ଦେଶକୁ ସୂଚାଏ, ଯାହା ମୋଶାଙ୍କ ନିୟମର ଅଧୀନରେ ଥିଲା (ଇନସାଇଟ୍‌-୧ ୧୦୧୮ ¶୨)

    • ଗାଲା ୪:୨୬, ୨୭—ସାରା ‘ଊର୍ଦ୍ଧ୍ୱସ୍ଥ ଯିରୂଶାଲମକୁ’ ସୂଚାଏ, ଯାହା ଯିହୋବାଙ୍କ ସଙ୍ଗଠନର ସ୍ୱର୍ଗୀୟ ଭାଗ ଅଟେ (ପ୍ର୧୪-ହି ୧୦/୧୫ ୧୦ ¶୧୧)

    • ଗାଲା ୪:୨୮-୩୧—ଊର୍ଦ୍ଧ୍ୱସ୍ଥ ଯିରୂଶାଲମର ‘ସନ୍ତାନମାନଙ୍କ’ ଜରିଆରେ ଆଜ୍ଞା ପାଳନ କରୁଥିବା ଲୋକଙ୍କୁ ଆଶିଷ ମିଳିବ

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଗାଲା ୪:୬—ଏବ୍ରୀ କିମ୍ବା ଆରାମୀ ଭାଷାରେ ଆବ୍‌ବା ଶବ୍ଦର ଅର୍ଥ କʼଣ ? (ପ୍ର୦୯-ଇଂ ୪/୧ ୧୩)

    • ଗାଲା ୬:୧୭—ପାଉଲ ଏପରି କାହିଁକି କହିଲେ ଯେ ସେ ନିଜ ଶରୀରରେ ‘ଯୀଶୁଙ୍କ କ୍ଷତଦାଗ ବହନ କରୁଅଛନ୍ତି’ ? (ପ୍ର୧୦-ଇଂ ୧୧/୧ ୧୫)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଗାଲା ୪:୧-୨୦ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ: (୧୦ ମି.) ଆଲୋଚନା। ପଦକୁ ସ୍ପଷ୍ଟ ଭାବେ ବୁଝାଇବା ଭିଡିଓ ଦେଖାନ୍ତୁ। ତାʼପରେ ଶିଖାଇବା ପୁସ୍ତିକାର ଅଧ୍ୟୟନ ୬ ଉପରେ ଆଲୋଚନା କରନ୍ତୁ।

  • ଭାଷଣ: (୫ ମି. କିମ୍ବା ତାʼଠାରୁ କମ୍‌) ପ୍ର୧୨-ହି ୩/୧୫ ୩୦-୩୧—ବିଷୟବସ୍ତୁ: ଜଣେ ଖ୍ରୀଷ୍ଟିୟାନ କାହିଁକି ଅଶ୍ଳୀଳ ଚିତ୍ର କିମ୍ବା ଭିଡିଓ ଦେଖିବାଠାରୁ ଦୂରେଇ ରହିବା ଉଚିତ୍‌ ? (ଶିଖାଇବା ଅଧ୍ୟୟନ ୧୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୧୦

  • ମଣ୍ଡଳୀର ଆବଶ୍ୟକତା: (୮ ମି.)

  • ସଂଗଠନକୁ ମିଳିଥିବା ସଫଳତା: (୭ ମି.) ଜୁନ୍‌ ମାସର ସଂଗଠନକୁ ମିଳିଥିବା ସଫଳତା ଭିଡିଓ ଦେଖାନ୍ତୁ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୫ ¶୯-୧୭, ଅଧିକ ବିବରଣୀ—୧୫

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୧୦୮ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ