୨୭ ମେ–୨ ଜୁନ୍
ଗାଲାତୀୟ ୧-୩
ଗୀତ ୧୦୬ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ମୁଁ ମୁଖ ଉପରେ ତାଙ୍କୁ ଅନୁଯୋଗ କଲି”: (୧୦ ମି.)
[ଗାଲାତୀୟ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ।]
ଗାଲା ୨:୧୧-୧୩—ଯେବେ ଯିହୁଦୀ ଭାଇମାନେ ପିତରଙ୍କୁ ଭେଟିବାକୁ ଆସିଲେ, ସେମାନଙ୍କ ଭୟରେ ପିତର ଅଣଯିହୁଦୀ ଭାଇମାନଙ୍କଠାରୁ ଦୂରେଇ ଦୂରେଇ ରହିଲେ (ପ୍ର୧୭.୦୪-ହି ୨୭ ¶୧୬)
ଗାଲା ୨:୧୪—ପାଉଲ ପିତରଙ୍କ ଚିନ୍ତାଧାରାକୁ ସୁଧାରିଲେ (ପ୍ର୧୩-ହି ୩/୧୫ ୫ ¶୧୨)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ଗାଲା ୨:୨୦—ମୁକ୍ତିର ମୂଲ୍ୟ ବିଷୟରେ ଆପଣ କିଭଳି ଚିନ୍ତାଧାରା ରଖିବା ଉଚିତ୍ ଏବଂ କାହିଁକି ? (ପ୍ର୧୪-ହି ୯/୧୫ ୧୬ ¶୨୦-୨୧)
ଗାଲା ୩:୧—ପାଉଲ ଗାଲାତୀୟ ଖ୍ରୀଷ୍ଟିୟାନମାନଙ୍କୁ “ନିର୍ବୋଧ” ବୋଲି କାହିଁକି କହିଲେ ? (ଇନସାଇଟ୍-୧ ୮୮୦)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଗାଲା ୨:୧୧-୨୧ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।
ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ। (ଶିଖାଇବା ଅଧ୍ୟୟନ ୨)
ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍) ଆମକୁ ଶିଖାଏ ୨୦୨ ¶୧୮-୧୯ (ଶିଖାଇବା ଅଧ୍ୟୟନ ୬)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଆମେ ସମସ୍ତେ ରାଜ୍ୟଘରର ରକ୍ଷଣାବେକ୍ଷଣ କିପରି କରିପାରିବା ?”: (୧୫ ମି.) ଜଣେ ପ୍ରାଚୀନଙ୍କ ଦ୍ୱାରା ଆଲୋଚନା। ନିଜ ରାଜ୍ୟଘରର ରକ୍ଷଣାବେକ୍ଷଣ କରନ୍ତୁ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ଏବଂ ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ। ତାʼପରେ ରାଜ୍ୟଘର ସଂଚାଳକ ସମିତିର ପ୍ରତିନିଧିଙ୍କ ସାକ୍ଷାତ୍କାର ନିଅନ୍ତୁ। (ଯଦି ଆପଣଙ୍କ ମଣ୍ଡଳୀରୁ କୌଣସି ପ୍ରତିନିଧି ନାହାନ୍ତି, ତେବେ ପ୍ରାଚୀନମାନଙ୍କ ସମୂହର ସଂଯୋଜକଙ୍କ ସାକ୍ଷାତ୍କାର ନିଅନ୍ତୁ। ଯଦି ଆପଣଙ୍କ ରାଜ୍ୟଘରେ କେବଳ ଆପଣଙ୍କ ମଣ୍ଡଳୀର ସଭା ହୁଏ, ତେବେ ରକ୍ଷଣାବେକ୍ଷଣର ସଂଯୋଜକଙ୍କ ସାକ୍ଷାତ୍କାର ନିଅନ୍ତୁ।) ଭାଇଙ୍କୁ ପଚାରନ୍ତୁ: ରକ୍ଷଣାବେକ୍ଷଣର ଯୋଜନା ଅନୁସାରେ କʼଣ ରାଜ୍ୟଘରର ନିୟମିତ ଭାବେ ଯତ୍ନ ନିଆଯାଉଛି ? କʼଣ ଆମେ ସୁରକ୍ଷା ପ୍ରତି ଧ୍ୟାନ ଦେଉଛୁ ? ନିକଟ ଅତୀତରେ ରକ୍ଷଣାବେକ୍ଷଣ ପାଇଁ କʼଣ କʼଣ କରାଯାଇଛି ? ଆଗକୁ ଆହୁରି କʼଣ କରିବା ଯୋଜନା ରହିଛି ? ଯଦି ଜଣେ ଭାଇ କିମ୍ବା ଭଉଣୀ ରକ୍ଷଣାବେକ୍ଷଣର କାମ ଜାଣନ୍ତି, କିମ୍ବା ସେ ଏପରି କାମ କରୁଥିବା ଭାଇଭଉଣୀମାନଙ୍କୁ ସାହାଯ୍ୟ କରି ଏ କାମ ଶିଖିବାକୁ ଚାହାନ୍ତି, ତେବେ ସେ କʼଣ କରିବା ଉଚିତ୍ ? ଆମର ପରିସ୍ଥିତି ଯାହା ହେଉ ନା କାହିଁକି, ଆମେ ସମସ୍ତେ ରାଜ୍ୟଘରର ରକ୍ଷଣାବେକ୍ଷଣ କିପରି କରିପାରିବା ?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୫ ¶୧-୮, ଅଧିକ ବିବରଣୀ—୯
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)
ଗୀତ ୧୮ ଏବଂ ପ୍ରାର୍ଥନା