ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଜାନୁୟାରୀ ପୃଷ୍ଠା ୬
  • ଜାହାଜରେ ପାଉଲଙ୍କ ରୋମ୍‌ ଯାତ୍ରା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଜାହାଜରେ ପାଉଲଙ୍କ ରୋମ୍‌ ଯାତ୍ରା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ପାଉଲଙ୍କୁ ରୋମ ପଠାଗଲା
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଲୋକଙ୍କ ପାଖକୁ ଯାଆନ୍ତୁ ଏବଂ ସେମାନଙ୍କୁ ଶିଷ୍ୟ କରନ୍ତୁ—କାହିଁକି, କେଉଁଠି ଏବଂ କିପରି?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଜାନୁୟାରୀ ପୃଷ୍ଠା ୬

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୨୭-୨୮

ଜାହାଜରେ ପାଉଲଙ୍କ ରୋମ୍‌ ଯାତ୍ରା

୨୭:୨୩, ୨୪; ୨୮:୧, ୨, ୧୬, ୧୭

ପାଉଲ ଜଣେ କଏଦୀ ହେବା ସତ୍ତ୍ୱେ ସେ ପ୍ରଚାର କରିବା ଛାଡ଼ିଲେ ନାହିଁ । ଜାହାଜରେ ଯାତ୍ରା କରିବା ସମୟରେ ସେ ନାବିକ ଓ ଯାତ୍ରୀମାନଙ୍କୁ ସାକ୍ଷ୍ୟ ଦେଲେ । ମେଲିତୀ ଦ୍ୱୀପ ପାଖରେ ତାଙ୍କ ଜାହାଜ ଭାଙ୍ଗିଯିବା ପରେ ସେ ଯେଉଁ ଲୋକମାନଙ୍କୁ ସୁସ୍ଥ କରିଥିଲେ, ସେମାନଙ୍କୁ ମଧ୍ୟ ସେ ସୁସମାଚାର ନିଶ୍ଚୟ ଶୁଣାଇଥିବେ । ରୋମ୍‌ ପହଞ୍ଚିବାର ମାତ୍ର ତିନି ଦିନ ପରେ ସେ ଯିହୁଦୀମାନଙ୍କର ପ୍ରଧାନ ପ୍ରଧାନ ବ୍ୟକ୍ତିଙ୍କୁ ସାକ୍ଷ୍ୟ ଦେବା ପଇଁ ନିଜ ପାଖକୁ ଡାକିଲେ । ଯେତେବେଳେ ତାଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଗୃହବନ୍ଦୀ ଭାବେ ରଖାଯାଇଥିଲା, ତାଙ୍କୁ ଭେଟିବାକୁ ଆସୁଥିବା ସମସ୍ତ ଲୋକଙ୍କୁ ସେ ପ୍ରଚାର କରୁଥିଲେ ।

ପରିସ୍ଥିତି ଅନୁମତି ନ ଦେବା ସତ୍ତ୍ୱେ ଆପଣ କିପରି ସୁସମାଚାର ଶୁଣାଇପାରିବେ?

ପାଉଲଙ୍କୁ ରୋମ୍‌ରେ ଜଣେ ସୈନିକ ଶିକୁଳିରେ ବାନ୍ଧିବା ସମୟରେ ସେ ଯିଦୀମାନଙ୍କ ଧାନ ଧାନ ବ୍ୟକ୍ତିଙ୍କୁ ସାକ୍ଷ୍ୟ ଦେଉଛନ୍ତି; ପାଉଲ କାଇସରିଆରୁ ରୋମ୍‌କୁ କରିବା ଯାତାର ରାସ୍ତା
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ