୨୮ ଜାନୁୟାରୀ–୩ ଫେବୃୟାରୀ
ପ୍ରେରିତ ୨୭-୨୮
ଗୀତ ୧୨୯ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଜାହାଜରେ ପାଉଲଙ୍କ ରୋମ୍ ଯାତ୍ରା”: (୧୦ ମି.)
ପ୍ରେରି ୨୭:୨୩, ୨୪—ଜଣେ ସ୍ୱର୍ଗଦୂତ ପାଉଲଙ୍କୁ କହିଲେ ଯେ ସେ ଓ ଅନ୍ୟ ସମସ୍ତ ଯାତ୍ରୀ ଝଡ଼ରୁ ରକ୍ଷା ପାଇଯିବେ [ସାକ୍ଷ୍ୟ ଦିଅ (ହିନ୍ଦୀ) ୨୦୮ ¶୧୫]
ପ୍ରେରି ୨୮:୧, ୨—ମେଲିତୀ ପାଖରେ ପାଉଲଙ୍କ ଜାହାଜ ଦୁର୍ଘଟଣାଗ୍ରସ୍ତ ହେଲା [ସାକ୍ଷ୍ୟ ଦିଅ (ହିନ୍ଦୀ) ୨୦୯-୨୧୦ ¶୧୮, ୨୧]
ପ୍ରେରି ୨୮:୧୬, ୧୭—ପାଉଲ ରୋମ୍ରେ ସୁରକ୍ଷିତ ଭାବେ ପହଞ୍ଚିଲେ [ସାକ୍ଷ୍ୟ ଦିଅ (ହିନ୍ଦୀ) ୨୧୩ ¶୧୦]
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ପ୍ରେରି ୨୭:୯—ପ୍ରାୟଶ୍ଚିତ୍ତଦିନର “ଉପବାସ ପର୍ବ” କʼଣ ଥିଲା? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ପ୍ରେରି ୨୮:୧୧—ଜାହାଜର ଅଗ୍ରଭାଗରେ ଥିବା ଚିହ୍ନ କାହିଁକି ଧ୍ୟାନ ଦେବାର ବିଷୟ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ପ୍ରେରି ୨୭:୧-୧୨ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।
ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୨)
ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍) ପ୍ରେମରେ ସ୍ଥିର (ହିନ୍ଦୀ) ୧୬୫-୧୬୬ ¶୧୬-୧୭ (ଶିଖାଇବା ଅଧ୍ୟୟନ ୩)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ପାଉଲ ଈଶ୍ୱରଙ୍କ ଧନ୍ୟବାଦ କରି ସାହସ ପାଇଲେ”: (୧୫ ମି.) ଆଲୋଚନା । “ଲୁହା ଲୁହାକୁ ସତେଜ କରେ”—ଉଦ୍ଧୃତାଂଶ (ହିନ୍ଦୀ) ଭିଡିଓ ଦେଖାନ୍ତୁ । ସମ୍ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ସମସ୍ତଙ୍କୁ ପ୍ରୋତ୍ସାହିତ କରନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୨୩
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୭୧ ଏବଂ ପ୍ରାର୍ଥନା