ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଡିସେମ୍ବର ପୃଷ୍ଠା ୩
  • ବର୍ଣ୍ଣବ୍‌ବା ଓ ପାଉଲ ଦୂରଦୂରାନ୍ତ ଅଞ୍ଚଳରେ ଶିଷ୍ୟ କଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବର୍ଣ୍ଣବ୍‌ବା ଓ ପାଉଲ ଦୂରଦୂରାନ୍ତ ଅଞ୍ଚଳରେ ଶିଷ୍ୟ କଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ଖ୍ରୀଷ୍ଟିୟାନ ଧର୍ମ ଅନେକ ଦେଶରେ ବ୍ୟାପିଗଲା
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଡିସେମ୍ବର ପୃଷ୍ଠା ୩
ସେର୍ଗିୟ ପାଉଲଙ୍କ ସମ୍ମୁଖରେ ପାଉଲ ଓ ବର୍ଣ୍ଣବ୍‌ବା ଠିଆ ହୋଇଛନ୍ତି

ସେର୍ଗିୟ ପାଉଲଙ୍କ ସମ୍ମୁଖରେ ପାଉଲ ଓ ବର୍ଣ୍ଣବ୍‌ବା

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୧୨-୧୪

ବର୍ଣ୍ଣବ୍‌ବା ଓ ପାଉଲ ଦୂରଦୂରାନ୍ତ ଅଞ୍ଚଳରେ ଶିଷ୍ୟ କଲେ

୧୩:୧୨, ୪୮; ୧୪:୧, ୨୧, ୨୨

କଡ଼ା ବିରୋଧ ସତ୍ତ୍ୱେ ବର୍ଣ୍ଣବ୍‌ବା ଓ ପାଉଲ ନମ୍ର ଲୋକମାନଙ୍କୁ ଖ୍ରୀଷ୍ଟିୟାନ ହେବା ପାଇଁ ସାହାଯ୍ୟ କରିବାରେ ବହୁତ ପରିଶ୍ରମ କଲେ

  • ସେମାନେ ସବୁ ପ୍ରକାରର ଲୋକମାନଙ୍କୁ ପ୍ରଚାର କଲେ

  • ସେମାନେ ନୂଆ ଶିଷ୍ୟମାନଙ୍କୁ “ବିଶ୍ୱାସରେ ଅଟଳ ରହିବା ପାଇଁ” ଉତ୍ସାହିତ କଲେ

ଯେପର୍ଯ୍ୟନ୍ତ ଆମେ ଲୋକମାନଙ୍କୁ ସାକ୍ଷ୍ୟ ନ ଦେବା, ଆମେ ଜାଣିପାରିବା ନାହିଁ ଯେ କେଉଁମାନେ ଅନନ୍ତ ଜୀବନ ପାଇବା ପାଇଁ ଭଲ ମନ ରଖନ୍ତି । ତେଣୁ ଆମେ କୌଣସି ଭେଦଭାବ ନ କରି ସମସ୍ତଙ୍କୁ ପ୍ରଚାର କରିଥାଉ । କିଛି ଲୋକଙ୍କୁ ହୁଏତ ଆମକୁ ଅନେକଥର ସାକ୍ଷ୍ୟ ଦେବାକୁ ପଡ଼ିପାରେ ।

ଏ ସଯ୍ତାହରେ ମୁଁ କାହା ସହ ବାଇବଲ ଅଧ୍ୟୟନ ଆରମ୍ଭ କରିପାରିବି?

ମୁଁ ଭାଇଭଉଣୀମାନଙ୍କୁ କିପରି ଉତ୍ସାହିତ କରିପାରିବି, ଯାହାଫଳରେ ସେମାନେ ନିଜ “ବିଶ୍ୱାସରେ ଅଟଳ” ରହିପାରିବେ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ