ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଅକ୍ଟୋବର ପୃଷ୍ଠା ୭
  • ଯୀଶୁ ସତ୍ୟ ପକ୍ଷରେ ସାକ୍ଷ୍ୟ ଦେଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁ ସତ୍ୟ ପକ୍ଷରେ ସାକ୍ଷ୍ୟ ଦେଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଅକ୍ଟୋବର ପୃଷ୍ଠା ୭

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯୋହନ ୧୮-୧୯

ଯୀଶୁ ସତ୍ୟ ପକ୍ଷରେ ସାକ୍ଷ୍ୟ ଦେଲେ

୧୮:୩୬-୩୮କ

ଯୀଶୁ ଈଶ୍ୱରଙ୍କ ଉଦ୍ଦେଶ୍ୟ ବିଷୟରେ ସତ୍ୟ ଶିଖାଇଲେ

  • ନିଜ କଥାରେ: ସେ ଉତ୍ସାହର ସହ ଈଶ୍ୱରଙ୍କ ରାଜ୍ୟ ବିଷୟରେ ସତ୍ୟ ଶିଖାଇଲେ

  • ନିଜ କାମରେ: ସେ ନିଜ ଜୀବନ ଜୀଇଁବାର ଶୈଳୀରେ ପ୍ରମାଣିତ କଲେ ଯେ ଈଶ୍ୱରଙ୍କ ଭବିଷ୍ୟତବାଣୀଗୁଡ଼ିକ ସତ୍ୟ

ଯୀଶୁଙ୍କ ଶିଷ୍ୟ ହୋଇଥିବାରୁ ଆମେ ମଧ୍ୟ ସତ୍ୟ ପକ୍ଷରେ ସାକ୍ଷ୍ୟ ଦେଉ

  • ନିଜ କଥାରେ: ଆମେ ଉତ୍ସାହର ସହ ସୁସମାଚାର ଶୁଣାଉ ଯେ ଈଶ୍ୱରଙ୍କ ରାଜ୍ୟ ଶାସନ କରିବା ଆରମ୍ଭ କରିଦେଇଛି, ଯାହାର ରାଜା ହେଉଛନ୍ତି ଯୀଶୁ । ଲୋକେ ଆମର ପରିହାସ କରନ୍ତୁ ନା କାହିଁକି, ତଥାପି ଆମେ ଏହି ସୁସମାଚାର ଶୁଣାଇଥାଉ

  • ନିଜ କାମରେ: ଆମେ ସମ୍ପୂର୍ଣ୍ଣ ଭାବେ ନିଷ୍ପକ୍ଷ ରହି ଏବଂ ଈଶ୍ୱରଙ୍କ ମାନଦଣ୍ଡଗୁଡ଼ିକ ମୁତାବକ ଚାଲି ଯୀଶୁଙ୍କ ଶାସନକୁ ସମର୍ଥନ କରୁ

ନିଜକୁ ପଚାରନ୍ତୁ: ‘ମୋ ଜୀବନ ଜୀଇଁବାର ଶୈଳୀକୁ ଦେଖି କʼଣ ଲୋକଙ୍କୁ ଜଣାପଡ଼େ ଯେ ସତ୍ୟ ପକ୍ଷରେ ସାକ୍ଷ୍ୟ ଦେବା ମୋ ପାଇଁ ସବୁଠୁ ମହତ୍ତ୍ୱପୂର୍ଣ୍ଣ?’

ଭଉଣୀମାନେ ଜଣେ ସ୍ତ୍ରୀକୁ ଭିଡିଓ ଦେଖାଉଛନ୍ତି; ଜଣେ ଭାଇ ଗାରାଜରେ ଜଣେ ବ୍ୟକ୍ତିକୁ ସାକ୍ଷ୍ୟ ଦେଉଛନ୍ତି; ପିତାମାତା ଓ ପିଲାମାନେ ପାରିବାରିକ ଉପାସନର ଆନନ୍ଦ ନେଉଛନ୍ତି; ଜଣେ ଭଉଣୀ ନିଜ ସହକର୍ମୀକୁ ସାକ୍ଷ୍ୟ ଦେଉଛନ୍ତି
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ