ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଅକ୍ଟୋବର ପୃଷ୍ଠା ୭
  • ୨୯ ଅକ୍ଟୋବର–୪ ନଭେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୯ ଅକ୍ଟୋବର–୪ ନଭେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଅକ୍ଟୋବର ପୃଷ୍ଠା ୭

୨୯ ଅକ୍ଟୋବର–୪ ନଭେମ୍ବର

ଯୋହନ ୧୮-୧୯

  • ଗୀତ ୩୨ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯୀଶୁ ସତ୍ୟ ପକ୍ଷରେ ସାକ୍ଷ୍ୟ ଦେଲେ”: (୧୦ ମି.)

    • ଯୋହ ୧୮:୩୬—ସତ୍ୟ ଖ୍ରୀଷ୍ଟୀୟ ରାଜ୍ୟ ଉପରେ କେନ୍ଦ୍ରିତ ଅଟେ

    • ଯୋହ ୧୮:୩୭—ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ଉଦ୍ଦେଶ୍ୟ ବିଷୟରେ ସତ୍ୟ ଶିଖାଇଲେ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଯୋହ ୧୮:୩୮କ—ପୀଲାତ ହୁଏତ ସାଧାରଣ ସତ୍ୟ ବିଷୟରେ ଭାବି ଯୀଶୁଙ୍କର ଉପହାସ କରୁଥିଲା (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଯୋହ ୧୯:୩୦—ଯୀଶୁ ନିଜ ମୃତ୍ୟୁର ଠିକ୍‌ ପୂର୍ବେ “ସମାଯ୍ତ ହେଲା” ବୋଲି କାହିଁକି କହିଲେ? (ପ୍ର୧୦-ହି ୮/୧୫ ୧୧ ¶୧୫)

    • ଯୋହ ୧୯:୩୧—ଯୀଶୁଙ୍କ ମୃତ୍ୟୁ ୩୩ ଖ୍ରୀଷ୍ଟାବ୍ଦର ନୀସନ୍‌ ୧୪ ତାରିଖରେ ହୋଇଥିବାର କʼଣ ପ୍ରମାଣ ରହିଛି? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଯୋହ ୧୮:୧-୧୪

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରି କଥା ଆରମ୍ଭ କରନ୍ତୁ । ତାʼ ପରେ ବ୍ୟକ୍ତି ଜଣକୁ jw.org ଦେଖାନ୍ତୁ ।

  • ତୃତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ଆପଣ ନିଜେ ପଦ ବାଛନ୍ତୁ ଏବଂ ପରବର୍ତ୍ତୀ ସାକ୍ଷାତରେ ଆଲୋଚନା କରିବା ପାଇଁ ଏକ ପ୍ରଶ୍ନ ପଚାରନ୍ତୁ ।

  • ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍‌) ଖୁସିର ଖବର ପାଠ ୧୪ ¶୬-୭

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୨

  • “ପ୍ରେମ ସତ୍ୟ ଖ୍ରୀଷ୍ଟିୟାନମାନଙ୍କର ପରିଚୟ—ସତ୍ୟରେ ଆନନ୍ଦିତ ହୁଅନ୍ତୁ”: (୧୫ ମି.) ଆଲୋଚନା । ‘ପରସ୍ପରକୁ ପ୍ରେମ କରନ୍ତୁ’—ସତ୍ୟରେ ଆନନ୍ଦିତ ହୁଅନ୍ତୁ, ଅଧର୍ମରେ ନୁହଁ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ । ସମୟ ବଳିଲେ ଏହି ବକ୍ସ ଉପରେ ଆଲୋଚନା କରନ୍ତୁ: “ଚିନ୍ତନ ପାଇଁ ବାଇବଲର ଉଦାହରଣ ।”

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୧୦

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୬ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ