ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଅକ୍ଟୋବର ପୃଷ୍ଠା ୩
  • ୮-୧୪ ଅକ୍ଟୋବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୮-୧୪ ଅକ୍ଟୋବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଅକ୍ଟୋବର ପୃଷ୍ଠା ୩

୮-୧୪ ଅକ୍ଟୋବର

ଯୋହନ ୧୧-୧୨

  • ଗୀତ ୧୪ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯୀଶୁଙ୍କ ଭଳି କରୁଣା ଦେଖାନ୍ତୁ”: (୧୦ ମି.)

    • ଯୋହ ୧୧:୨୩-୨୬—ଯୀଶୁ ଏପରି କଥା କହିଲେ, ଯେଉଁଥିରୁ ମାର୍ଥାଙ୍କୁ ସାନ୍ତ୍ୱନା ମିଳିଲା (ଅଧ୍ୟୟନ ବାଇବଲ—ଯୋହ ୧୧:୨୪, ୨୫ ଅଧ୍ୟୟନ ତଥ୍ୟ)

    • ଯୋହ ୧୧:୩୩-୩୫—ସେ ମରୀୟମ ଓ ଅନ୍ୟମାନଙ୍କୁ କାନ୍ଦୁଥିବା ଦେଖି ଅତ୍ୟନ୍ତ ଦୁଃଖିତ ହେଲେ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଯୋହ ୧୧:୪୩, ୪୪—ସେ ସେମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ପଦକ୍ଷେପ ନେଲେ

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଯୋହ ୧୧:୪୯—କିଏ କୟାଫାକୁ ମହାଯାଜକ ଭାବେ ନିଯୁକ୍ତ କରିଥିଲା? କୟାଫା କେତେ ସମୟ ପର୍ଯ୍ୟନ୍ତ ଏ ପଦରେ ରହିଲା? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଯୋହ ୧୨:୪୨—କିଛି ଯିହୁଦୀମାନେ ଯୀଶୁଙ୍କୁ ଖ୍ରୀଷ୍ଟ ରୂପେ ସ୍ୱୀକାର କରିବା ପାଇଁ କାହିଁକି ଡରୁଥିଲେ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଯୋହ ୧୨:୩୫-୫୦

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ ।

  • ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।

  • ଭାଷଣ: (୬ ମି. କିମ୍ବା ତାʼଠାରୁ କମ୍‌) ପ୍ର୧୩-ହି ୯/୧୫ ୩୨—ବିଷୟବସ୍ତୁ: ଲାଜାରଙ୍କୁ ଜୀବିତ କରିବା ପୂର୍ବରୁ ଯୀଶୁ କାହିଁକି କାନ୍ଦିଲେ?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧

  • ଯୀଶୁ “ପୁନରୁତ୍ଥାନ ଓ ଜୀବନ” ଅଟନ୍ତି (ଯୋହ ୧୧:୨୫): (୧୫ ମି.) ଆଲୋଚନା । ନିଶ୍ଚିତ ରୂପେ “ତାହାଙ୍କୁ ଈଶ୍ୱର, ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି”—ଭାଗ ୨, ଉଦ୍ଧୃତାଂଶ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ଏ ଘଟଣାରୁ ଆମେ ଯୀଶୁଙ୍କ କରୁଣା ବିଷୟରେ କʼଣ ଶିଖୁ? ଯୀଶୁ “ପୁନରୁତ୍ଥାନ ଓ ଜୀବନ” ଅଟନ୍ତି, ଏହାର ଅର୍ଥ କʼଣ? ଯୀଶୁ ଭବିଷ୍ୟତରେ କେଉଁ କେଉଁ ଚମତ୍କାର କରିବେ?

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୭

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୪୬ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ