ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଜୁଲାଇ ପୃଷ୍ଠା ୮
  • ନିଷ୍ପକ୍ଷ ରହିବା କାହିଁକି ଜରୁରୀ? (ମୀଖା ୪:୨)

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନିଷ୍ପକ୍ଷ ରହିବା କାହିଁକି ଜରୁରୀ? (ମୀଖା ୪:୨)
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ନିଷ୍ପକ୍ଷ ରହିବାର ଅର୍ଥ କʼଣ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଦୟାଳୁ ଶମିରୋଣୀୟର ଦୃଷ୍ଟାନ୍ତ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଜୁଲାଇ ପୃଷ୍ଠା ୮

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ନିଷ୍ପକ୍ଷ ରହିବା କାହିଁକି ଜରୁରୀ? (ମୀଖା ୪:୨)

ଦୟାଳୁ ଶମିରୋଣୀୟର ଦୃଷ୍ଟାନ୍ତ ଆମକୁ ମନେ ପକାଇ ଦିଏ ଯେ ଯିହୋବା ମୁଖାପେକ୍ଷା କରନ୍ତି ନାହିଁ ଏବଂ ସେ ଚାହାନ୍ତି ଯେ ଆମେ “ସମସ୍ତଙ୍କର ମଙ୍ଗଳ କରୁ”—ଅର୍ଥାତ୍‌ ଏପରି ଲୋକମାନଙ୍କ ସହିତ ମଧ୍ୟ, ଯେଉଁମାନେ ଭିନ୍ନ ଭିନ୍ନ ଜାତି, ଭାଷା, ବର୍ଣ୍ଣ କିମ୍ବା ଧର୍ମର ଏବଂ ସମାଜର ଭିନ୍ନ ଭିନ୍ନ ସ୍ତରର ହୋଇଥାʼନ୍ତି ।—ଗାଲା ୬:୧୦; ପ୍ରେରି ୧୦:୩୪.

ନିଷ୍ପକ୍ଷ ରହିବା କାହିଁକି ଜରୁରୀ? (ମୀଖା ୪:୨) ନାମକ ଭିଡିଓ ଦେଖନ୍ତୁ ଏବଂ ତାʼପରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଆମେ କିପରି ଜାଣୁ ଯେ ମୀଖା ୪:୨ ପଦରେ ଲିଖିତ କଥା ଆଜି ଈଶ୍ୱରଙ୍କ ସେବକମାନଙ୍କ ସହିତ ଘଟୁଛି?

  • ନିଷ୍ପକ୍ଷ ରହିବାର ଅର୍ଥ କʼଣ ଏବଂ ଏହା କାହିଁକି ଜରୁରୀ?

  • ପ୍ରକାଶିତ ବାକ୍ୟ ୧୩:୧୬, ୧୭ ପଦରୁ କିପରି ଜଣାପଡ଼େ ଯେ ଆଜିର ରାଜନୈତିକ ବ୍ୟବସ୍ଥା ଆମ ଚିନ୍ତାଧାରା ଓ କାମଗୁଡ଼ିକୁ ପ୍ରଭାବିତ କରୁଛି?

[ଷ୍ଠାରେ କ୍ୟାପସନ୍‌ ୮]

ଏପରି ତିନୋଟି କଥା କʼଣ, ଯାହା ନିଷ୍ପକ୍ଷ ରହିବାର ଆମ ମନୋବଳକୁ ଦୁର୍ବଳ କରିପାରେ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ