ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଜୁଲାଇ ପୃଷ୍ଠା ୪
  • ୧୬-୨୨ ଜୁଲାଇ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୬-୨୨ ଜୁଲାଇ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଜୁଲାଇ ପୃଷ୍ଠା ୪

୧୬-୨୨ ଜୁଲାଇ

ଲୂକ ୧୦-୧୧

  • ଗୀତ ୫୦ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଦୟାଳୁ ଶମିରୋଣୀୟର ଦୃଷ୍ଟାନ୍ତ”: (୧୦ ମି.)

    • ଲୂକ ୧୦:୨୯-୩୨—ଜଣେ ଯାଜକ ଓ ଜଣେ ଲେବୀୟ ଏକ ଆହତ ଯିହୁଦୀ ଭାଇକୁ ସାହାଯ୍ୟ କଲେ ନାହିଁ [ଅଧ୍ୟୟନ ବାଇବଲ—ଲୂକ ୧୦:୩୦ ପଦର ଭିଡିଓ ଦେଖାନ୍ତୁ ।] (ପ୍ର୦୨-ହି ୯/୧ ୧୬-୧୭ ¶୧୪-୧୫)

    • ଲୂକ ୧୦:୩୩-୩୫—ଜଣେ ଶମିରୋଣୀୟ ବ୍ୟକ୍ତି ପୀଡ଼ିତ ଯିହୁଦୀକୁ ଯେଉଁ ପ୍ରେମ ଦେଖାଇଲେ, ତାହା ପ୍ରକୃତରେ ହୃଦୟକୁ ଛୁଇଁଯାଏ (ଅଧ୍ୟୟନ ବାଇବଲ—ଲୂକ ୧୦:୩୩, ୩୪ ଅଧ୍ୟୟନ ତଥ୍ୟ)

    • ଲୂକ ୧୦:୩୬, ୩୭—ଆମେ କେବଳ ନିଜ ଦେଶ, ଜାତି, ଭାଷା ଓ ବର୍ଣ୍ଣର କିମ୍ବା ସମାଜର ସମାନ ସ୍ତରର ଲୋକଙ୍କୁ ନୁହେଁ, ବରଂ ସମସ୍ତଙ୍କୁ ପ୍ରେମ ଦେଖାଇବା ଉଚିତ୍‌ (ପ୍ର୯୮-ହି ୭/୧ ୩୧ ¶୨)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଲୂକ ୧୦:୧୮—ଯେତେବେଳେ ଯୀଶୁ ନିଜ ୭୦ ଜଣ ଶିଷ୍ୟଙ୍କୁ କହିଲେ: “ବିଜୁଳି ପରି ସ୍ୱର୍ଗରୁ ଶୟତାନକୁ ପଡ଼ିବା ମୁଁ ଦେଖୁଥିଲି,” ତାହାଙ୍କ କହିବାର ଅର୍ଥ କʼଣ ଥିଲା? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ; ପ୍ର୦୮-ହି ୩/୧୫ ୩୧ ¶୧୨)

    • ଲୂକ ୧୧:୫-୯—ହାର୍‌ ନ ମାନି ବାରମ୍ବାର ମାଗୁଥିବା ଲୋକଟିର ଦୃଷ୍ଟାନ୍ତରୁ ଆମେ ପ୍ରାର୍ଥନା ବିଷୟରେ କʼଣ ଶିଖୁ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଲୂକ ୧୦:୧-୧୬

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଆପଣଙ୍କ ଅଞ୍ଚଳରେ ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ ।

  • ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଘରମାଲିକ ଆପଣଙ୍କୁ କହନ୍ତି ଯେ ସେ ବର୍ତ୍ତମାନ ଖାଉଛନ୍ତି ।

  • ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୬

  • “ନିଷ୍ପକ୍ଷ ରହିବା କାହିଁକି ଜରୁରୀ? (ମୀଖା ୪:୨)”: (୧୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୧୩ ¶୧-୪

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୨୭ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ