ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଜୁଲାଇ ପୃଷ୍ଠା ୨
  • ଉଦାରତାର ସହିତ ଦାନ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଉଦାରତାର ସହିତ ଦାନ କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କୁ ଧନ୍ୟବାଦ ଦେବା ପାଇଁ ବଳି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ଉଦାର ହୁଅନ୍ତୁ
    ସଜାଗ ହୁଅ !—୨୦୨୫
  • “ଆମ୍ଭେ ଫାରୋ ପ୍ରତି ଯାହା କରିବା, ତାହା ତୁମ୍ଭେ ଏବେ ଦେଖିବ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରଥମେ ଈଶ୍ୱରଙ୍କ ରାଜ୍ୟର ଅନ୍ୱେଷଣ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଜୁଲାଇ ପୃଷ୍ଠା ୨

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲୂକ ୬-୭

ଉଦାରତାର ସହିତ ଦାନ କରନ୍ତୁ

୬:୩୮

ଜଣେ ଉଦାରମନା ବ୍ୟକ୍ତି ଅନ୍ୟମାନଙ୍କୁ ସାହାଯ୍ୟ ଓ ପ୍ରୋତ୍ସାହନ କରିବା ପାଇଁ ଖୁସିର ସହିତ ନିଜ ସମୟ, ଶକ୍ତି ଓ ସାଧନ ଦେଇ ଦିଅନ୍ତି ।

  • ଗ୍ରୀକ୍‌ କ୍ରିୟାର ଯେଉଁ ରୂପକୁ “ଦାନ କର” ବୋଲି ଅନୁବାଦ କରାଯାଇଛି, ତାହା ଲଗାତାର କରାଯାଉଥିବା ଦାନକୁ ସୂଚାଏ

  • ଯଦି ଆମେ ଲଗାତାର ଅନ୍ୟମାନଙ୍କୁ ଦାନ କରିବା, ତେବେ ଅନ୍ୟମାନେ ମଧ୍ୟ “ମାଣକୁ ପୁରା କରି ତାହାକୁ ଚାପି ହଲାଇ ଉଛୁଳାଇ” ଆମର ଅଣ୍ଟିରେ ଦେବେ । ଏକଥା ହୁଏତ ଯୀଶୁଙ୍କ ସମୟର ଏପରି ପ୍ରଥାକୁ ସୂଚାଏ, ଯେତେବେଳେ କିଛି ବିକାଳିମାନେ ଗ୍ରାହକମାନଙ୍କର ଅଣ୍ଟିରେ କୌଣସି ଜିନିଷ ଭରିଦେଉଥିଲେ

କେଉଁ କେଉଁ ପରିସ୍ଥିତିରେ ଆପଣ ଏହି ପରାମର୍ଶକୁ ଲାଗୁ କରିପାରିବେ, ସେଗୁଡ଼ିକୁ ଲେଖନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ