ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଜୁଲାଇ ପୃଷ୍ଠା ୨
  • ୨-୮ ଜୁଲାଇ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨-୮ ଜୁଲାଇ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଜୁଲାଇ ପୃଷ୍ଠା ୨

୨-୮ ଜୁଲାଇ

ଲୂକ ୬-୭

  • ଗୀତ ୨୫ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଉଦାରତାର ସହିତ ଦାନ କରନ୍ତୁ”: (୧୦ ମି.)

    • ଲୂକ ୬:୩୭—ଯଦି ଆମେ ଅନ୍ୟମାନଙ୍କୁ କ୍ଷମା କରିବା, ତେବେ ଲୋକେ ଆମକୁ ମଧ୍ୟ କ୍ଷମା କରିବେ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ; ପ୍ର୦୮-ହି ୫/୧୫ ୯ ¶୧୩-୧୪)

    • ଲୂକ ୬:୩୮—ଅନ୍ୟକୁ ଦାନ କରିବା ଆମର ଏକ ଅଭ୍ୟାସ ହେବା ଉଚିତ୍‌ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଲୂକ ୬:୩୮—ଆମେ ଅନ୍ୟମାନଙ୍କୁ ଯେଉଁ ମାପରେ ମାପିବା, ଲୋକେ ମଧ୍ୟ ଆମକୁ ସେହି ମାପରେ ମାପିବେ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଲୂକ ୬:୧୨, ୧୩—ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଯୀଶୁ ଆମ ପାଇଁ କିପରି ଏକ ଉତ୍ତମ ଉଦାହରଣ ରଖିଲେ? (ପ୍ର୦୭-ହି ୮/୧ ୬ ¶୨)

    • ଲୂକ ୭:୩୫—ଯଦି ଲୋକେ ଆମକୁ ନିନ୍ଦା କରନ୍ତି, ତେବେ ଯୀଶୁଙ୍କ ଏହି କଥା ଆମକୁ କିପରି ସାହାଯ୍ୟ କରିପାରିବ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଲୂକ ୭:୩୬-୫୦

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।

  • ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ ।

  • ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍‌) ଆମକୁ ଶିଖାଏ ୧୯୮ ¶୪-୫

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୮

  • ଯିହୋବାଙ୍କ ଉଦାରତାର ଅନୁକାରୀ ହୁଅନ୍ତୁ: (୧୫ ମି.) ଭିଡିଓ ଦେଖାନ୍ତୁ । ତାʼପରେ ଏହି ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

    • ଯିହୋବା ଓ ଯୀଶୁ କିପରି ଉଦାରତା ଦେଖାଇଛନ୍ତି?

    • ଯେତେବେଳେ ଆମେ ଉଦାର ହେଉ, ଯିହୋବା ଆମକୁ କେଉଁ କେଉଁ ଆଶିଷ ଦିଅନ୍ତି?

    • ଉଦାରତାର ସହିତ କ୍ଷମା କରିବାର ଅର୍ଥ କʼଣ?

    • ଆମେ କେଉଁ କେଉଁ କାମରେ ସମୟ ବିତାଇ ଉଦାରତା ଦେଖାଇପାରିବା?

    • ଆମେ ଅନ୍ୟମାନଙ୍କୁ ପ୍ରଶଂସା କରିବାରେ କିପରି ଉଦାରତା ଦେଖାଇପାରିବା?

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୧୨ ¶୧-୩

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୨୬ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ