ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଏପ୍ରିଲ୍‌ ପୃଷ୍ଠା ୩
  • ଲୋକଙ୍କ ପାଖକୁ ଯାଆନ୍ତୁ ଏବଂ ସେମାନଙ୍କୁ ଶିଷ୍ୟ କରନ୍ତୁ—କାହିଁକି, କେଉଁଠି ଏବଂ କିପରି?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଲୋକଙ୍କ ପାଖକୁ ଯାଆନ୍ତୁ ଏବଂ ସେମାନଙ୍କୁ ଶିଷ୍ୟ କରନ୍ତୁ—କାହିଁକି, କେଉଁଠି ଏବଂ କିପରି?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ଯାଜକମାନଙ୍କ ପୋଷାକରୁ ଆମେ କʼଣ ଶିଖୁ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଏପ୍ରିଲ୍‌ ପୃଷ୍ଠା ୩

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୨୭-୨୮

ଲୋକଙ୍କ ପାଖକୁ ଯାଆନ୍ତୁ ଏବଂ ସେମାନଙ୍କୁ ଶିଷ୍ୟ କରନ୍ତୁ—କାହିଁକି, କେଉଁଠି ଏବଂ କିପରି?

୨୮:୧୮-୨୦

କାହିଁକି? ଏହି ଆଜ୍ଞା ଯୀଶୁ ଖ୍ରୀଷ୍ଟ ଦେଇଛନ୍ତି, ଯାହାଙ୍କୁ ଯିହୋବାଙ୍କ ତରଫରୁ ବହୁତ ବଡ଼ ଅଧିକାର ମିଳିଛି

କେଉଁଠି? ଆମକୁ “ସମସ୍ତ ଜାତିର ଲୋକଙ୍କୁ” ଶିଷ୍ୟ କରିବାକୁ ହେବ

ଯୀଶୁଙ୍କ ଆଜ୍ଞାଗୁଡ଼ିକୁ ପାଳନ କରିବା ପାଇଁ ଆମକୁ ଲୋକମାନଙ୍କୁ ଶିଖାଇବାକୁ ହେବ ଏବଂ ଏହି କାମ ଆମକୁ ଲଗାତାର କରିବାକୁ ହେବ

  • ଆମେ ଲୋକମାନଙ୍କୁ ଯୀଶୁଙ୍କ ଆଜ୍ଞାଗୁଡ଼ିକ ବିଷୟରେ କିପରି ଶିଖାଉ?

  • ଆମେ ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଯୀଶୁଙ୍କ ଶିକ୍ଷାଗୁଡ଼ିକୁ ଲାଗୁ କରିବା କିପରି ଶିଖାଉ?

  • ଆମେ ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଯୀଶୁଙ୍କୁ ଅନୁକରଣ କରିବା କିପରି ଶିଖାଉ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ