ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଏପ୍ରିଲ୍‌ ପୃଷ୍ଠା ୩
  • ୯-୧୫ ଏପ୍ରିଲ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୯-୧୫ ଏପ୍ରିଲ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଏପ୍ରିଲ୍‌ ପୃଷ୍ଠା ୩

୯-୧୫ ଏପ୍ରିଲ୍‌

ମାଥିଉ ୨୭-୨୮

  • ଗୀତ ୧୭ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଲୋକଙ୍କ ପାଖକୁ ଯାଆନ୍ତୁ ଏବଂ ସେମାନଙ୍କୁ ଶିଷ୍ୟ କରନ୍ତୁ—କାହିଁକି, କେଉଁଠି ଏବଂ କିପରି?”: (୧୦ ମି.)

    • ମାଥି ୨୮:୧୮—ଯୀଶୁଙ୍କୁ ବହୁତ ବଡ଼ ଅଧିକାର ମିଳିଛି (ପ୍ର୦୪-ହି ୭/୧ ୮ ¶୪)

    • ମାଥି ୨୮:୧୯, ୨୦—ଯୀଶୁ ସାରା ପୃଥିବୀରେ ପ୍ରଚାର କରିବା ଏବଂ ଶିଖାଇବା ପାଇଁ ଆଜ୍ଞା ଦେଲେ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ମାଥି ୨୮:୨୦—ଯୀଶୁ ଯାହା ଯାହା ଶିଖାଇଥିଲେ, ସେସବୁ ପାଳନ କରିବା ପାଇଁ ଆମେ ଲୋକମାନଙ୍କୁ ଶିଖାଇବା ଉଚିତ୍‌ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ମାଥି ୨୭:୫୧—ବିଚ୍ଛେଦବସ୍ତ୍ର ଚିରି ଦୁଇ ଖଣ୍ଡ ହେବା କେଉଁ କଥାକୁ ଦର୍ଶାଏ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ମାଥି ୨୮:୭—ଯେଉଁ ସ୍ତ୍ରୀଲୋକମାନେ ଯୀଶୁଙ୍କ କବର ପାଖକୁ ଆସିଥିଲେ, ଯିହୋବାଙ୍କ ସ୍ୱର୍ଗଦୂତ ସେମାନଙ୍କର କିପରି ଆଦର କଲେ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ମାଥି ୨୭:୩୮-୫୪

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ।

  • ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।

  • ଭାଷଣ: (୬ ମି. କିମ୍ବା ତାʼଠାରୁ କମ୍‌) ସଜା୧୭.୨-ହି ୧୪—ବିଷୟବସ୍ତୁ: ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁ କ୍ରୁଶରେ ହୋଇଥିଲା କି?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୪୪

  • “ପ୍ରଚାର କରିବା ଏବଂ ଶିଖାଇବା—ଶିଷ୍ୟ କରିବା ପାଇଁ ଜରୁରୀ”: (୧୫ ମି.) ଆଲୋଚନା। ତଥ୍ୟ ଉପରେ ଆଲୋଚନା କରିବା ସମୟରେ ଏହି ଦୁଇଟି ଭିଡିଓ (ହିନ୍ଦୀ) ଦେଖାନ୍ତୁ: ପ୍ରଚାର କରିବାରୁ ‘କ୍ଷାନ୍ତ ହୁଅନ୍ତୁ ନାହିଁ’—ସୁଯୋଗ ଖୋଜି ଏବଂ ଘର ଘର ଯାଇ ଓ ପ୍ରଚାର କରିବାରୁ ‘କ୍ଷାନ୍ତ ହୁଅନ୍ତୁ ନାହିଁ’—ସର୍ବସାଧାରଣରେ ଏବଂ ଶିଷ୍ୟ କରିବାରେ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୬ ¶୧-୪

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୧୪ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ