ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୧୪୬
  • ‘ଦେଖ, ମୁଁ ସବୁକିଛି ନୂତନ କରୁଅଛି ।’

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ‘ଦେଖ, ମୁଁ ସବୁକିଛି ନୂତନ କରୁଅଛି ।’
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • କରୁ ଜୀବନ ସମର୍ପଣ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଅନନ୍ତ ଜୀବନର ପ୍ରତିଜ୍ଞା
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୧୪୬

ଗୀତ ୧୪୬

‘ଦେଖ, ମୁଁ ସବୁକିଛି ନୂତନ କରୁଅଛି ।’

(ପ୍ରକାଶିତ ବାକ୍ୟ ୨୧:୧-୫)

  1. ୧. ପୂରା ହେବ ଯିହୋବାଙ୍କର ବାଣୀ,

    ଯେବେ ହେବ ନୂତନ ଏ ଭୂମି ।

    ସିଂହାସନରେ ବସିଲେ ଯୀଶୁ,

    ସ୍ୱର୍ଗରୁ କାଢ଼ିଲେ ଶ-ୟ-ତାନ୍‌କୁ ।

    (ଘୋଷା)

    ମନ ହେବ ଆନନ୍ଦିତ,

    ଆମ ପିତାଙ୍କ ସହିତ ।

    ଦୂର କରିବେ ସେ ଆମ ଦୁଃଖ,

    ଦେଖିବାନି ମରଣର ମୁଖ ।

    ‘ସବୁକିଛି କରିବି ମୁଁ ନୂଆ’

    ଯିହୋବାଙ୍କ ପ୍ରତିଜ୍ଞା ।

  2. ୨. ନୂଆ ଯିରୂଶାଲମ୍‌ ଅଟେ ପବିତ୍ର,

    ସେ ସଙ୍ଗୀନୀ ଆମ ରାଜାଙ୍କର ।

    ଯିହୋବାଙ୍କ ଆଲୋକ ଦ୍ୱାରା ହିଁ,

    ଏ ନଗର ଉଠିଛି ଚମକି ।

    (ଘୋଷା)

    ମନ ହେବ ଆନନ୍ଦିତ,

    ଆମ ପିତାଙ୍କ ସହିତ ।

    ଦୂର କରିବେ ସେ ଆମ ଦୁଃଖ,

    ଦେଖିବାନି ମରଣର ମୁଖ ।

    ‘ସବୁକିଛି କରିବି ମୁଁ ନୂଆ’

    ଯିହୋବାଙ୍କ ପ୍ରତିଜ୍ଞା ।

  3. ୩. ଦ୍ୱାର ସଦା ଖୋଲା ଏ ନଗରୀର,

    ଏହି ଦୀପ୍ତିରେ ଚାଲିବ ରାଷ୍ଟ୍ର ।

    ଆମେ ସାହାଯ୍ୟ କରୁ ଅନ୍ୟକୁ,

    ଏହି ଆଲୋକରେ ଚାଲିବାକୁ ।

    (ଘୋଷା)

    ମନ ହେବ ଆନନ୍ଦିତ,

    ଆମ ପିତାଙ୍କ ସହିତ ।

    ଦୂର କରିବେ ସେ ଆମ ଦୁଃଖ,

    ଦେଖିବାନି ମରଣର ମୁଖ ।

    ‘ସବୁକିଛି କରିବି ମୁଁ ନୂଆ’

    ଯିହୋବାଙ୍କ ପ୍ରତିଜ୍ଞା ।

(ମାଥି. ୧୬:୩; ପ୍ରକା. ୧୨:୭-୯; ୨୧:୨୩-୨୫ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ