ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୧୪୪
  • ଆଖିରେ ଭରସା ରଖିବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆଖିରେ ଭରସା ରଖିବା
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ବିଶ୍ୱାସର ଆଖିରେ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଅନନ୍ତ ଜୀବନର ପ୍ରତିଜ୍ଞା
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ସତ୍ୟକୁ ନିଜର କର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୧୪୪

ଗୀତ ୧୪୪

ଆଖିରେ ଭରସା ରଖିବା

(୨ କରିନ୍ଥୀୟ ୪:୧୮)

  1. ୧. ଅନ୍ଧ ଯେବେ ପାଏ ନୟନ,

    ବଧିର ବି କରେ ଗାୟନ,

    ରହିବନି ମରୁଡ଼ି ଭୂମି,

    ଫୁଲଭରା ହେବ ଭୂମି;

    ହୋଇଯିବେ ସବୁ ଜୀବିତ,

    ହେବେ ସବୁ ପାପରୁ ମୁକ୍ତ ।

    (ଘୋଷା)

    ଦେଖିପାରିବା ସବୁ ଆଶା,

    ଥିଲେ ଆଖିରେ ଭରସା ।

  2. ୨. ମିଶିବେ ଭାଲୁ ଓ ବାଛୁରି,

    ଚରିବେ ସିଂହ ଓ ଗାଈ ମିଶି,

    ସାନ ପୁଅ ରହିବ ପାଖେ,

    ଶୁଣିବେ ତାʼର ଡାକରେ;

    ରହିବନି ଆଖିରେ ଲୁହ,

    ବ୍ୟଥା ଆଉ ପାଇବନି ଦେହ ।

    (ଘୋଷା)

    ଦେଖିପାରିବା ସବୁ ଆଶା,

    ଥିଲେ ଆଖିରେ ଭରସା ।

(ଯିଶା. ୧୧:୬-୯; ୩୫:୫-୭; ଯୋହ. ୧୧:୨୪ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ