ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୧୩୧
  • ଈଶ୍ୱର ଯାହା ଯୋଡ଼ିଛନ୍ତି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱର ଯାହା ଯୋଡ଼ିଛନ୍ତି
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ଜୀବନ ସବୁ ଦିନର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୧୩୧

ଗୀତ ୧୩୧

ଈଶ୍ୱର ଯାହା ଯୋଡ଼ିଛନ୍ତି

(ମାଥିଉ ୧୯:୫, ୬)

  1. ୧. ଆଶିଷ୍‌ ଯିହୋବାଙ୍କ

    ସଦା ଖୁସି ରୁହ;

    ତ୍ରିଗୁଣ ରଜ୍ଜୁ ଗଣ୍ଠି,

    ସମ୍ଭାଳି ରଖିବ ।

    (ଘୋଷା ୧)

    ସ୍ୱାମୀ କରେ ଶପଥ,

    ସଦା ଦେବି ପ୍ରେମ ।

    ଯିହୋବା ଯୋଡ଼ିଛନ୍ତି,

    ଅଲଗା ନ କର ।

  2. ୨. ଯିହୋବାଙ୍କ ଇଚ୍ଛା

    ମାନି କର ସେବା,

    ପାଳନ କଲେ ତାହା,

    ମିଳେ ଫଳ ସଦା ।

    (ଘୋଷା ୨)

    ସ୍ତ୍ରୀ ବି କରେ ଶପଥ,

    ସଦା ଦେବି ପ୍ରେମ ।

    ଯିହୋବା ଯୋଡ଼ିଛନ୍ତି,

    ଅଲଗା ନ କର ।

(ଆଦି. ୨:୨୪; ଉପ. ୪:୧୨; ଏଫି. ୫:୨୨-୩୩ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ