ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୧୩୦
  • କ୍ଷମା କରିବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କ୍ଷମା କରିବା
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • କ୍ଷମା କରନ୍ତୁ ଓ ଯିହୋବାଙ୍କଠାରୁ ଆଶିଷ ପାଆନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଯିହୋବା ଆପଣଙ୍କୁ କ୍ଷମା କରନ୍ତି—କʼଣ ଆପଣ ଅନ୍ୟମାନଙ୍କୁ କ୍ଷମା କରିବେ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଯିହୋବା, କ୍ଷମା କରିବାରେ ସବୁଠୁ ଭଲ ଉଦାହରଣ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୧୩୦

ଗୀତ ୧୩୦

କ୍ଷମା କରିବା

(ଗୀତସଂହିତା ୮୬:୫)

  1. ୧. ଆମ ପ୍ରେମୀ ପିତା,

    ଦେବେ ଆମକୁ ରକ୍ଷା ।

    ପାପ ଓ ମୃତ୍ୟୁ ଦୋଷରୁ

    ନିଜ ପ୍ରିୟ ପୁତ୍ରରୁ

    ପଶ୍ଚାତାପ୍‌ ଯେବେ କରିବା,

    କ୍ଷମା ଦେବେ ଯିହୋବା ।

    ଯୀଶୁଙ୍କ ବଳିଦାନରୁ,

    ଦୟା ମିଳେ ପାପରୁ ।

  2. ୨. ପ୍ରେମ ଦେଖାଇବା,

    ପୁତ୍ରଙ୍କ ପରି ହେବା ।

    କ୍ଷମା ଦେବା ମନ ଖୋଲି,

    ଭୁଲ୍‌ କଲେ ଆମ ଭାଇ ।

    ଧରିବା ଧୈର୍ଯ୍ୟର ଗୁଣ,

    ନ ଚାହିଲେ ବି ମନ ।

    କରିବା ଯଦି ଏପରି,

    ଦୟା ମିଳେ ସେପରି ।

  3. ୩. ପ୍ରେମର ସାଗର,

    ଆମ ପରମେଶ୍ୱର ।

    ତାଙ୍କର ଯେମିତି ହେବା,

    ମନରୁ କ୍ଷମା ଦେବା ।

    କାହା ପାଇଁ ଦୋଷ ଥିଲେ,

    ସହିବା ସବୁ ଆମେ ।

    ବଢ଼ାଇବା ହୃଦୟରୁ,

    କୃପା-ଦୟା ଗୁଣକୁ ।

(ମାଥି. ୬:୧୨; ଏଫି. ୪:୩୨; କଲ. ୩:୧୩ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ