ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୮୭
  • ଆସ ! ସତେଜ ହୁଅ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆସ ! ସତେଜ ହୁଅ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ମୋ ଆଧ୍ୟାତ୍ମିକ ଆବଶ୍ୟକତା
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ବାର୍ତ୍ତା ବିତରଣ ପାଇଁ ପ୍ରସ୍ତୁତ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଅଛି ଆମ ପ୍ରକୃତ ବିଶ୍ୱାସ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଭଲ କରୁ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆହୁରି ଦେଖନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୮୭

ଗୀତ ୮୭

ଆସ ! ସତେଜ ହୁଅ

(ଏବ୍ରୀ ୧୦:୨୪, ୨୫)

  1. ୧. ପଥହୀନ ହୋଇ ଲୋକେ ଆଜିର,

    କରନ୍ତି ନିଜ ମନର

    ଜାଣନ୍ତିନି ସତ୍ୟର ଈଶ୍ୱରଙ୍କୁ,

    ବୁଝନ୍ତିନି ବଚନକୁ

    ଜରୁରୀ ତୋର ହିଁ ପରାମର୍ଶର,

    ଭଲ ହେବ ଜୀବନର ।

    ଶିଖିଲୁ ଯେ ତୋ ମାର୍ଗ ସିଦ୍ଧାନ୍ତର,

    ବଢ଼େ ବିଶ୍ୱାସ ମନର

    ସବୁ ନିର୍ଦ୍ଦେଶ କରୁ ତୋ ପାଳନ,

    ଆଶାକୁ ରଖିବୁ ଯତ୍ନ ।

    ସଭାରେ ଗଲେ ହେଉ ଯେ ସତେଜ,

    ବଢ଼େ ବିଶ୍ୱାସ ନିଶ୍ଚିତ ।

  2. ୨. ଯିହୋବାଙ୍କ ବୁଦ୍ଧିରେ ମିଳେ ବୁଦ୍ଧି,

    ତୁ ଭଲ, ମନ୍ଦ ବତାଇ,

    ଜାଣୁ ପ୍ରଭୁ ଆମ ମନର ବ୍ୟଥା,

    ସେ-ପାଇଁ ମାନୁ ତୋ କଥା,

    କୁହେ ସଭାରେ ଯିବା ଦରକାର,

    ଶାନ୍ତି ମିଳିବ ଅପାର ।

    ଲାଗେନା ସେଠି କେବେ ଏକୁଟିଆ,

    ଲାଗନ୍ତି ସଭିଁଏ ଜଣା,

    ସଭାରେ ଶିଖାଇ ଜୀବନ ଜ୍ଞାନ,

    କହିଲୁ ସତ୍ୟ ବଚନ ।

    ରଖୁ ମନେ ପାରଦୀଶର ଇଚ୍ଛା,

    ସଭାରେ ଯେ ଆସୁଥିବା ।

(ଗୀତ. ୩୭:୧୮; ୧୪୦:୧; ହିତୋ. ୧୮:୧; ଏଫି. ୫:୧୬; ଯାକୁ. ୩:୧୭ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ