ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୬୪
  • ପ୍ରଚାର କାମରେ ଭାଗ ନିଅନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରଚାର କାମରେ ଭାଗ ନିଅନ୍ତୁ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ତୁମ ନାଁ ଉଚ୍ଚ କରିବା !
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରତିଦିନ କଥା ହୁଏ ଯିହୋବା ସାଥେ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୬୪

ଗୀତ ୬୪

ପ୍ରଚାର କାମରେ ଭାଗ ନିଅନ୍ତୁ

(ମାଥିଉ ୧୩:୧-୨୩)

  1. ୧. ଦେଖ ସମୟ ଉପସ୍ଥିତ,

    କ୍ଷେତ୍ରରେ ଫସଲ ଭରା ।

    ମାଲିକ କହନ୍ତି ଆମକୁ,

    ମନ ଦେଇ ଶୁଣୁ ତାଙ୍କୁ ।

    ଯୀଶୁଙ୍କ ଦୃଷ୍ଟାନ୍ତରୁ ଶିଖୁ,

    ପୂରା କରୁ ଏ କାମକୁ ।

    ପ୍ରତିଦିନ ପାଉ ଏ ସମ୍ମାନ,

    ମିଳେ ପୁରସ୍କାର ଦାନ ।

  2. ୨. ଯିହୋବାଙ୍କୁ ଯେ ପ୍ରେମ କରେ,

    ସେ ଲୋକଙ୍କୁ ପ୍ରେମ କରେ ।

    ଶିଖାଏ ପରିଶ୍ରମ କରି,

    ଯୁଗାନ୍ତ ହେବନି ଡେରି ।

    ମିଳେ ପିତାଙ୍କ ଠାରୁ ଦାନ,

    ଖୁସିର ଏହି ସମ୍ମାନ ।

    କରୁ ତୁମ ସେବା ଶେଷ ଯାଏ,

    ହୋଇ ତୁମ ସହକର୍ମୀ ।

(ମାଥି. ୨୪:୧୩; ୧ କରି. ୩:୯; ୨ ତୀମ. ୪:୨ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ