ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୪୬
  • ଯିହୋବାଙ୍କୁ ଧନ୍ୟବାଦ ଦେଉ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କୁ ଧନ୍ୟବାଦ ଦେଉ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କ ସେବକଙ୍କ ପ୍ରାର୍ଥନା
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାର୍ଥନା ଗୋଟିଏ ନିଆରା ଆଶିଷ, ତାʼ ପାଇଁ କୃତଜ୍ଞ ହୁଅନ୍ତୁ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଅଗ୍ରଦୂତଙ୍କ ଜୀବନ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ତୁମ ନାଁ ଉଚ୍ଚ କରିବା !
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୪୬

ଗୀତ ୪୬

ଯିହୋବାଙ୍କୁ ଧନ୍ୟବାଦ ଦେଉ

(୧ ଥେସଲନୀକୀୟ ୫:୧୮)

  1. ୧. ଯିହୋବା ଆମେ ଦେଉ ଧନ୍ୟବାଦ,

    ଦେଲ ତୁମେ ବହୁମୂଲ୍ୟ ବାକ୍ୟ ।

    ତୁମ ପାଖେ ଆସି କରୁ ବିନତି,

    ବିଶ୍ୱାସ ଯେ ଯତ୍ନ ନେବ ନିତି ।

  2. ୨. ପୁତ୍ରଙ୍କ ପାଇଁ ଦେଉ ଧନ୍ୟବାଦ,

    ସେ ବିଶ୍ୱସ୍ତ ରହି ଦେଲେ ପ୍ରାଣ ।

    ଦେଖାଇଲ ପଥ ତୁମେ ଆମକୁ,

    ପୂରଣ କରୁ ତୁମ ଇଚ୍ଛାକୁ ।

  3. ୩. ପ୍ରଚାର କରି ଦେଉ ଧନ୍ୟବାଦ,

    କରୁ ଆମେ ତୁମର ସମ୍ମାନ ।

    ଶେଷ ହେବ ଯେତେ ବି ଦୁଃଖକଷ୍ଟ,

    ଓ ମିଳିବ ଆମକୁ ଆଶିଷ ।

(ଗୀତ. ୫୦:୧୪; ୯୫:୨; ୧୪୭:୭; କଲ. ୩:୧୫ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ