ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୧୭
  • “ମୁଁ ଇଚ୍ଛା କରୁଅଛି”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ମୁଁ ଇଚ୍ଛା କରୁଅଛି”
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୧୭

ଗୀତ ୧୭

“ମୁଁ ଇଚ୍ଛା କରୁଅଛି”

(ଲୂକ ୫:୧୩)

  1. ୧. ପୃଥିବୀରେ ଯେବେ ଥିଲେ—

    ଯୀଶୁ, ଦେଖାଇଲେ ପ୍ରେମ,

    ଆମକୁ ବୁଝିଲେ,

    ସାହାଯ୍ୟ କଲେ,

    ନିଜ କାମ ଓ କଥାରେ ।

    ସୁସ୍ଥ କଲେ ପୀଡ଼ିତଙ୍କୁ ।

    ସବୁ ଆଜ୍ଞା କଲେ ପୂରା,

    ସଦା କହିଲେ ସେ ହୃଦୟରୁ,

    ଯେ, “ମୁଁ ଇଚ୍ଛା କରୁଅଛି ।”

  2. ୨. ଦେଖାଇବା ପ୍ରେମ-ଦୟା,

    ପ୍ରତିଦିନ ଆମେ ସଦା ।

    ଆଦର୍ଶ ଅଟନ୍ତି,

    ଯୀଶୁ ଆମର,

    ଚାଲିବା ତାଙ୍କ ପଥରେ ।

    ଥିଲେ ଯେବେବି କଷ୍ଟରେ—

    ସାଙ୍ଗ ଓ ଅନାଥ-ବିଧବା,

    କହିବା ଆମେ ବି ହୃଦୟରୁ,

    ଯେ, “ମୁଁ ଇଚ୍ଛା କରୁଅଛି ।”

(ଯୋହ. ୧୮:୩୭; ଏଫି. ୩:୧୯; ଫିଲିପ୍‌. ୨:୭ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ