ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • ll ଭାଗ ୧୦ ପୃଷ୍ଠା ୨୨-୨୩
  • ଈଶ୍ୱରଙ୍କ କଥା ଶୁଣୁଥିବା ଲୋକଙ୍କର କି କି ଆଶିଷ ରହିଛି?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱରଙ୍କ କଥା ଶୁଣୁଥିବା ଲୋକଙ୍କର କି କି ଆଶିଷ ରହିଛି?
  • ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
  • ପ୍ରାୟ ସମାନ ଲେଖା
  • ଭାଗ ୧୦
    ଈଶ୍ୱରଙ୍କ ବାଣୀ ଶୁଣ
  • ପୃଥିବୀ ପ୍ରତି ପରମେଶ୍ୱରଙ୍କ ଉଦ୍ଦେଶ୍ୟ କʼଣ ?
    ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
  • ଯେବେ ପରମେଶ୍ୱରଙ୍କ ଜ୍ଞାନ ପୃଥିବୀକୁ ପୂର୍ଣ୍ଣ କରିଦିଏ
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
ll ଭାଗ ୧୦ ପୃଷ୍ଠା ୨୨-୨୩

ଭାଗ ୧୦

ଈଶ୍ୱରଙ୍କ କଥା ଶୁଣୁଥିବା ଲୋକଙ୍କର କି କି ଆଶିଷ ରହିଛି?

ମୃତଲୋକଙ୍କୁ ପୁନରୁତ୍ଥାନ କରିବେ। ପ୍ରେରିତ ୨୪:୧୫

ପାରଦୀଶରେ ଲୋକେ ପୁନରୁତ ବ୍ୟକ୍ତିମାନଙ୍କୁ ଗତ କରୁଛନ୍ତି

ଆପଣ କʼଣ କଳ୍ପନା କରିବେ କି, ଈଶ୍ୱରଙ୍କ କଥା ଶୁଣିଲେ ଭବିଷ୍ୟତରେ ଆପଣଙ୍କୁ କି କି ଆଶିଷ ମିଳିବ? ଆପଣ ସ୍ୱାସ୍ଥ୍ୟବାନ ହେବେ ଆଉ କେହି ରୋଗରେ ପୀଡ଼ିତ ହେବେ ନାହିଁ। ସେଠାରେ ଦୁଷ୍ଟଲୋକ ଆଉ ନ ଥିବେ। ଏବଂ ସମସ୍ତେ ପରସ୍ପରକୁ ଭରସା କରିପାରିବେ।

ସେଠାରେ କୌଣସି ଦୁଃଖ, କଷ୍ଟ କିମ୍ବା ଅଶ୍ରୁଜଳ ରହିବ ନାହିଁ। କେହି ବୁଢ଼ା ହେବେ ନାହିଁ କି ମରିବେ ନାହିଁ।

ଆପଣ ନିଜ ପରିବାର ଓ ସାଙ୍ଗସାଥୀଙ୍କ ମେଳରେ ରହିବେ। ପାରାଦୀଶରେ ଜୀବନ ଅତି ସୁଖମୟ ହେବ।

ସେଠାରେ କିଏ କାହାକୁ ଭୟ କରିବେ ନାହିଁ। ସମସ୍ତେ ଖୁସୀରେ ରହିବେ।

ସମସ୍ତ ଦୁଃଖ ଓ କଷ୍ଟକୁ ଈଶ୍ୱରଙ୍କ ରାଜ୍ୟ ସମାପ୍ତ କରିବ। ପ୍ରକାଶିତ ବାକ୍ୟ ୨୧:୩, ୪

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ