ଆଦର ସମ୍ମାନ ଆଗ ଭଳି କାହିଁକି ନାହିଁ ?
ସଂଖ୍ୟା ୧ ୨୦୨୪
© 2024 Watch Tower Bible and Tract Society of Pennsylvania
ଏହି ପ୍ରକାଶନ ବିକ୍ରି ପାଇଁ ନୁହେଁ । ଏହା ବିଶ୍ୱବ୍ୟାପୀ ବାଇବଲ ଆଧାରିତ ଶିକ୍ଷାଦାନ କାମର ଏକ ଅଂଶ ଅଟେ । ଏହି କାମର ଖର୍ଚ୍ଚ ସ୍ୱେଚ୍ଛାଦାନରେ ଚାଲେ । ଦାନ ଦେବା ପାଇଁ ଦୟା କରି donate.jw.org ଯାଆନ୍ତୁ । ଏଥିରେ ଦିଆଯାଇଥିବା ବାଇବଲ ପଦଗୁଡ଼ିକ ବାଇବଲ ସୋସାଇଟି ଅଫ୍ ଇଣ୍ଡିଆର ପବିତ୍ର ବାଇବଲରୁ ନିଆଯାଇଛି । ଯେଉଁଠାରେ NWT ଲେଖାଅଛି, ସେଠାରେ ଆଧୁନିକ ଭାଷାର ପବିତ୍ର ଶାସ୍ତ୍ରର ନୂତନ ଜଗତ ଅନୁବାଦରୁ ନିଆଯାଇଛି ।