“ଶାନ୍ତ ଅନ୍ତଃକରଣ ଦେହର ଜୀବନ ସ୍ୱରୂପ”
ଏହି ଶବ୍ଦ ବାଇବଲର ହିତୋପଦେଶ ୧୪:୩୦ ପଦରେ କୁହାଯାଇଛି । ଯଦିଓ ଏହି ବହି ପ୍ରାୟ ତିନି ହଜାର ବର୍ଷ ପୂର୍ବେ ଲେଖାଯାଇଥିଲା, ତଥାପି ଏହାର ପରାମର୍ଶ ଆଜି ବି ବହୁତ ଲାଭଦାୟକ । ଏଥିରୁ ଜଣାପଡ଼େ ଯେ ବାଇବଲରେ ଲେଖାଯାଇଥିବା କଥାଗୁଡ଼ିକ ସବୁଦିନ ପାଇଁ ଅଟେ । ଅଧିକ ଜାଣିବା ପାଇଁ ଆପଣ jw.org ୱେବସାଇଟ୍କୁ ଯାଇପାରିବେ । ସେଠାରେ ଆପଣଙ୍କୁ ଚିନ୍ତାଗୁଡ଼ିକରୁ ରକ୍ଷା ପାଇବା ପାଇଁ ଲାଭଦାୟକ ଲେଖାଗୁଡ଼ିକ ମିଳିବ । ତାʼସହିତ ଅଲଗା ଅଲଗା ବିଷୟରେ ଭିଡିଓ, କାର୍ଟୁନ, ଇଣ୍ଟରଭ୍ୟୁ ଓ ଲେଖା ମିଳିବ, ଯେଉଁଥିରେ ଭଲ ପରାମର୍ଶ ଦିଆଯାଇଛି । ଯେପରି: