ସେପ୍ଟେମ୍ବର ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା ସେପ୍ଟେମ୍ବର ୨୦୧୭ ପ୍ରକାଶନ କିପରି ଦେବା ୪-୧୦ ସେପ୍ଟେମ୍ବର ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯିହିଜିକଲ ୪୨-୪୫ ଶୁଦ୍ଧ ଉପାସନା ପୁଣିଥରେ ଆରମ୍ଭ କରାଗଲା! ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ ଶୁଦ୍ଧ ଉପାସନା ଆପଣଙ୍କ ପାଇଁ କାହିଁକି ବହୁମୂଲ୍ୟ? ୧୧-୧୭ ସେପ୍ଟେମ୍ବର ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯିହିଜିକଲ ୪୬-୪୮ ଇସ୍ରାଏଲୀୟମାନଙ୍କୁ ନିଜ ଦେଶକୁ ଫେରିବା ପରେ କେଉଁସବୁ ଆଶିଷ ମିଳିଥାʼନ୍ତା? ୧୮-୨୪ ସେପ୍ଟେମ୍ବର ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଦାନିୟେଲ ୧-୩ ଯିହୋବାଙ୍କର ବିଶ୍ୱସ୍ତ ରହନ୍ତୁ ଏବଂ ଆଶିଷ ପାଆନ୍ତୁ ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ ଯେତେବେଳେ ପରୀକ୍ଷା ଆସେ, ବିଶ୍ୱସ୍ତତା ବଜାୟ ରଖନ୍ତୁ ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ ଯେତେବେଳେ ପରିବାରର କୌଣସି ସଦସ୍ୟଙ୍କୁ ବହିଷ୍କାର କରାଯାଏ, ନିଜ ବିଶ୍ୱସ୍ତତା ବଜାୟ ରଖନ୍ତୁ ୨୫ ସେପ୍ଟେମ୍ବର-୧ ଅକ୍ଟୋବର ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଦାନିୟେଲ ୪-୬ ଆପଣ କʼଣ ଲଗାତାର ଯିହୋବାଙ୍କର ସେବା କରୁଛନ୍ତି? ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ ଲଗାତାର ଯିହୋବାଙ୍କ ସେବା କରିବା ପାଇଁ ସେମାନଙ୍କୁ ତାଲିମ୍ ଦିଅନ୍ତୁ