ପାଦଟୀକା
c ଚିତ୍ର ବିଷୟରେ: ଯୋଷେଫ ଏବଂ ମରୀୟମ ରାଜାଙ୍କ ଆଜ୍ଞା ମାନି ନିଜ ନାମ ଲେଖାଇବା ପାଇଁ ବେଥଲିହିମ ଗଲେ । ଆଜି ଖ୍ରୀଷ୍ଟିୟାନମାନେ ସରକାରୀ ଅଧିକାରୀମାନଙ୍କ ଆଜ୍ଞା ମାନି ଟ୍ରାଫିକ୍ର ନିୟମ ପାଳନ କରନ୍ତି, ଟ୍ୟାକ୍ସ ଦିଅନ୍ତି ଏବଂ ସ୍ୱାସ୍ଥ୍ୟ ସହ ଜଡ଼ିତ ମାମଲାଗୁଡ଼ିକରେ ସରକାରର ନିର୍ଦ୍ଦେଶଗୁଡ଼ିକୁ ମାନନ୍ତି ।