ପାଦଟୀକା
a ବାଇବଲରେ ପୁନରୁତ୍ଥାନର ଆହୁରି ଅନେକ ଘଟଣାବଳୀଗୁଡ଼ିକ ଦିଆଯାଇଛି । ସେଗୁଡ଼ିକରେ କୁହାଯାଇଛି ଯେ କିପରି ଯୁବା ଓ ବୟସ୍କ, ପୁରଷ ଓ ସ୍ତ୍ରୀ, ଇସ୍ରାଏଲୀୟ ଓ ବିଦେଶୀମାନଙ୍କୁ ପୁନରୁତ୍ଥାନ କରାଯାଇଥିଲା । ସେଗୁଡ଼ିକୁ ଆପଣ ଏହି ପଦଗୁଡ଼ିକରେ ପଢ଼ିପାରିବେ: ୧ ରାଜାବଳୀ ୧୭:୧୭-୨୪; ୨ ରାଜାବଳୀ ୪:୩୨-୩୭; ୧୩:୨୦, ୨୧; ମାଥିଉ ୨୮:୫-୭; ଲୂକ ୭:୧୧-୧୭; ୮:୪୦-୫୬; ପ୍ରେରିତ ୯:୩୬-୪୨; ୨୦:୭-୧୨.