ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ନଭେମ୍ବର ପୃଷ୍ଠା ୧୩
  • ମୁଁ କʼଣ କରିପାରିବି ଯାହାଦ୍ୱାରା ସାକ୍ଷୀମାନଙ୍କ ଭଲ ନାମ ରହୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମୁଁ କʼଣ କରିପାରିବି ଯାହାଦ୍ୱାରା ସାକ୍ଷୀମାନଙ୍କ ଭଲ ନାମ ରହୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୫-୨୦୨୬ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ସର୍କିଟ ଅଧ୍ୟକ୍ଷଙ୍କ ସହିତ
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୫-୨୦୨୬ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ଶାଖା ପ୍ରତିନିଧିଙ୍କ ସହିତ
  • ପ୍ରତିଦିନ ବାଇବଲ ପଢ଼ନ୍ତୁ ଓ ବୁଦ୍ଧି ପାଇଁ ଅନୁସନ୍ଧାନ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ନଭେମ୍ବର ପୃଷ୍ଠା ୧୩

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ମୁଁ କʼଣ କରିପାରିବି ଯାହାଦ୍ୱାରା ସାକ୍ଷୀମାନଙ୍କ ଭଲ ନାମ ରହୁ ?

ଲୋକମାନେ ଏକଥା ଉପରେ ଧ୍ୟାନ ଦିଅନ୍ତି ଯେ ଯିହୋବାଙ୍କ ସାକ୍ଷୀମାନେ କେଉଁ ଭଳି ଲୋକ ଅଟନ୍ତି, ସେମାନଙ୍କ ଚାଲିଚଳନ କିପରି ଅଟେ । (୧କରି ୪:୯) ତେଣୁ ଆମକୁ ନିଜକୁ ପଚାରିବା ଉଚିତ୍‌, ‘କʼଣ ମୋ କଥା ଓ କାମଗୁଡ଼ିକରୁ ଯିହୋବାଙ୍କ ମହିମା ହୁଏ ?’ (୧ପିତ ୨:୧୨) ଅନେକ ବର୍ଷରୁ ଯିହୋବାଙ୍କ ସାକ୍ଷୀମାନେ ଭଲ ନାମ ଅର୍ଜନ କରିଛନ୍ତି । ତେଣୁ ଆମେ ଏପରି କିଛି ବି କରିବା ପାଇଁ ଚାହୁଁନୁ ଯାହାଯୋଗୁଁ ଆମ ଏହି ନାମ ଉପରେ ଖରାପ ପ୍ରଭାବ ପଡ଼ୁ ।—ଉପ ୧୦:୧.

ଲେଖନ୍ତୁ ଯେ ଆଗକୁ ଦିଆଯାଇଥିବା କିଛି ପରିସ୍ଥିତିରେ ଜଣେ ଖ୍ରୀଷ୍ଟିୟାନକୁ କʼଣ କରିବା ଉଚିତ୍‌ ଓ ତାକୁ ବାଇବଲର କେଉଁ ସିଦ୍ଧାନ୍ତଗୁଡ଼ିକରୁ ସାହାଯ୍ୟ ମିଳିପାରେ:

  • ଜଣେ ବ୍ୟକ୍ତି, ଯିଏ ସାକ୍ଷୀ ନୁହେଁ, ରାଗରେ ଆସି ଆପଣଙ୍କ ବିରୁଦ୍ଧରେ କଥା କହେ

  • ଆପଣଙ୍କ ଘରର ଜିନିଷଗୁଡ଼ିକ ଏପଟସେପଟ ପଡ଼ିଛି, ଆପଣଙ୍କ କପଡ଼ା ମଇଳା ଅଛି କିମ୍ବା ଆପଣଙ୍କ ଗାଡ଼ି ମଇଳା ଅଛି

  • ଅଞ୍ଚଳର କୌଣସି ନିୟମ ଆପଣଙ୍କୁ ଠିକ୍‌ ଲାଗୁନି କିମ୍ବା ଆପଣଙ୍କୁ ତାହା ପାଳନ କରିବା କଠିନ ଲାଗୁଛି

ଚିତ୍ରଗୁଡ଼ିକ: “ଆମେ ସତ୍ୟ ପ୍ରତି ଅନ୍ୟମାନଙ୍କ ହୃଦୟରେ ପ୍ରେମ ଓ କୃତଜ୍ଞତା ବଢ଼ାଉ” ଭିଡିଓର କିଛି ଦୃଶ୍ୟ । ୧. ଜଣେ ଭାଇ ଗୋଟେ ବହିରେ ଅନୁସନ୍ଧାନ କରୁଛନ୍ତି । ୨. ଜଣେ ଭାଇ ଓ ଜଣେ ଭଉଣୀ ଅଲଗା ଅଲଗା ବହିଗୁଡ଼ିକରୁ ଅନୁସନ୍ଧାନ କରି ତଥ୍ୟ ଏକାଠି କରୁଛନ୍ତି । ୩. “ଜୀବନର ଆରମ୍ଭ, ପାଞ୍ଚଟି ପ୍ରଶ୍ନର ଉତ୍ତର ପାଇବା ଜରୁରୀ” ପତ୍ରିକା ପାଖରେ ଅନୁସନ୍ଧାନ କରାଯାଇଥିବା ଅନେକ ତଥ୍ୟ ରଖାଯାଇଛି, ଯାହା ଆଧାରରେ ସେହି ପତ୍ରିକା ପ୍ରସ୍ତୁତ କରାଯାଇଥିଲା । ୪. ଜଣେ ସ୍ତ୍ରୀ ନିଜ ଫୋନ୍‌ରେ jw.org ୱେବସାଇଟ୍‌ ଦେଖୁଛନ୍ତି ।

ଲେଖନ ବିଭାଗରେ ଅନୁସନ୍ଧାନ କରୁଥିବା ଭାଇଭଉଣୀ କʼଣ କରନ୍ତି, ଯାହାଦ୍ୱାରା ସାକ୍ଷୀମାନଙ୍କ ଭଲ ନାମ ରହୁ ?

ଆମେ ସତ୍ୟ ପ୍ରତି ଅନ୍ୟମାନଙ୍କ ହୃଦୟରେ ପ୍ରେମ ଓ କୃତଜ୍ଞତା ବଢ଼ାଉ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏପ୍ରଶ୍ନର ଉତ୍ତର ଦିଅନ୍ତୁ:

ସଂଗଠନ ସଠିକ୍‌ ତଥ୍ୟ ଦେବା ପାଇଁ ଯେଉଁ ପରିଶ୍ରମ କରେ, ସେବିଷୟରେ ଆପଣଙ୍କୁ କେଉଁ କଥା ଭଲ ଲାଗିଲା ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ