ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଏପ୍ରିଲ୍‌ ପୃଷ୍ଠା ୭
  • ଶିକ୍ଷା ଉପକରଣ ବକ୍ସର କୁଶଳତାର ସହିତ ବ୍ୟବହାର କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଶିକ୍ଷା ଉପକରଣ ବକ୍ସର କୁଶଳତାର ସହିତ ବ୍ୟବହାର କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • କଥାବାର୍ତ୍ତା କିପରି କରିବା ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • କଥାବାର୍ତ୍ତା କିପରି କରିବା ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • କଥାବାର୍ତ୍ତା କିପରି କରିବା?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଏପ୍ରିଲ୍‌ ପୃଷ୍ଠା ୭

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଶିକ୍ଷା ଉପକରଣ ବକ୍ସର କୁଶଳତାର ସହିତ ବ୍ୟବହାର କରନ୍ତୁ

ଶିଷ୍ୟ କରିବା କାମ ଘର ତିଆରି କରିବା ସଦୃଶ। ଯେପରି ଘର ତିଆରି କରିବା ପାଇଁ ଉପକରଣଗୁଡ଼ିକର ସଠିକ୍‌ ଉପଯୋଗ କରିବା ଜରୁରୀ, ଠିକ୍‌ ସେହିପରି ଶିଷ୍ୟ କରିବା ପାଇଁ ଆମେ ଶିକ୍ଷା ଉପକରଣ ବକ୍ସର କୁଶଳତାର ସହିତ ବ୍ୟବହାର କରିବା ଉଚିତ୍‌। ବିଶେଷ କରି ବାଇବଲ ପଦ ଦେଖାଇବାରେ ଆମେ କୁଶଳୀ ହେବା ଉଚିତ୍‌, କାରଣ ବାଇବଲ ଆମର ମୁଖ୍ୟ ପ୍ରକାଶନ। (୨ତୀମ ୨:୧୫) କୌଣସି ନିର୍ଦ୍ଦିଷ୍ଟ ପ୍ରକାଶନ ଲୋକଙ୍କୁ କିପରି ଦେବା ଏବଂ କେଉଁ ଭିଡିଓଟିକୁ କାହାକୁ ଦେଖାଇବା, ତାହା ଆମେ ଜାଣିବା ଉଚିତ୍‌। କାରଣ ଆମର ଲକ୍ଷ୍ୟ ହେଉଛି, ଯୀଶୁଙ୍କ ଶିଷ୍ୟ ହେବା ପାଇଁ ଲୋକମାନଙ୍କୁ ଶିଖାଇବା।a

ଆପଣ ଶିକ୍ଷା ଉପକରଣ ବକ୍ସର ସଠିକ୍‌ ବ୍ୟବହାର କରିବା କିପରି ଶିଖିପାରିବେ? (୧) ନିଜ ପ୍ରଚାର ସମୂହର ଅଧ୍ୟକ୍ଷଙ୍କୁ ସାହାଯ୍ୟ ମାଗନ୍ତୁ, (୨) କୌଣସି ଅଭିଜ୍ଞ ପ୍ରଚାରକ ବା ଅଗ୍ରଦୂତଙ୍କ ସହିତ ପ୍ରଚାର କରନ୍ତୁ ଏବଂ (୩) ବାରମ୍ବାର ଅଭ୍ୟାସ କରନ୍ତୁ। ଯେତେବେଳେ ଆପଣ ଏହି ପ୍ରକାଶନ ଓ ଭିଡିଓଗୁଡ଼ିକର କୁଶଳତାର ସହିତ ବ୍ୟବହାର କରିବେ, ଆପଣଙ୍କୁ ଶିଷ୍ୟ କରିବା କାମରେ ବହୁତ ଖୁସି ମିଳିବ।

ପୁସ୍ତିକା

ବହି

ଟ୍ରାକ୍ଟ

ଭିଡିଓ

ନିମନ୍ତ୍ରଣ ପତ୍ର

a ଶିକ୍ଷା ଉପକରଣ ବକ୍ସରେ ଏପରି ପ୍ରକାଶନଗୁଡ଼ିକ ନାହିଁ, ଯାହା ପରିବାର, ପୁଅଝିଅ, ଯୁବକଯୁବତୀ ଏବଂ ଅନ୍ୟମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। କିନ୍ତୁ ଆବଶ୍ୟକ ହେଲେ ଆମେ ଏହି ପ୍ରକାଶନଗୁଡ଼ିକୁ ମଧ୍ୟ ବ୍ୟବହାର କରିପାରିବା।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ