୨୦୨୫ ସର୍ବମୋଟ
ଯିହୋବାଙ୍କ ସାକ୍ଷୀମାନଙ୍କର ଶାଖା କାର୍ଯ୍ୟାଳୟ: ୮୪
ଦେଶ ଓ କ୍ଷେତ୍ର: ୨୪୧
ମଣ୍ଡଳୀ: ୧,୧୯,୬୫୨
ସାରା ପୃଥିବୀରେ ସ୍ମାରକର ଉପସ୍ଥିତି: ୨,୦୬,୩୫,୦୧୫
ସାରା ପୃଥିବୀରେ ସ୍ମାରକରେ ରୋଟୀ ଖାଉଥିବା ଓ ଦ୍ରାକ୍ଷାରସ ପିଉଥିବା ବ୍ୟକ୍ତି: ୨୪,୫୭୬
ପ୍ରଚାରକମାନଙ୍କର ସର୍ବୋଚ୍ଚ ସଂଖ୍ୟାa: ୯୨,୦୫,୩୨୬
ପ୍ରତ୍ୟେକ ମାସ ହାରାହାରି ପ୍ରଚାରକ: ୯୦,୪୭,୦୮୩
୨୦୨୪ ତୁଳନାରେ ବୃଦ୍ଧି: ୨.୫
ମୋଟ ବାପ୍ତିସ୍ମ ନେଲେb: ୩,୦୪,୬୪୩
ପ୍ରତ୍ୟେକ ମାସ ହାରାହାରି ଅଗ୍ରଦୂତc ପ୍ରଚାରକ: ୧୭,୪୩,୫୬୭
ପ୍ରତ୍ୟେକ ମାସ ହାରାହାରି ସହାୟକ ଅଗ୍ରଦୂତ ପ୍ରଚାରକ: ୮,୬୪,୮୭୦
ପ୍ରତ୍ୟେକ ମାସ ହାରାହାରି ବାଇବଲ ଅଧ୍ୟୟନd ୭୬,୦୩,୧୮୨
୨୦୨୫ ସେବା ବର୍ଷ ୧ ସେପ୍ଟେମ୍ବର, ୨୦୨୪ରୁ ୩୧ ଅଗଷ୍ଟ, ୨୦୨୫ ପର୍ଯ୍ୟନ୍ତ ଥିଲା ।
a ଯିଏ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରେ, ତାକୁ ପ୍ରଚାରକ କୁହାଯାଏ । (ମାଥିଉ ୨୪:୧୪) ପ୍ରଚାରକମାନଙ୍କ ଗଣନା କିପରି କରାଯାଏ, ତାହା ଜାଣିବା ପାଇଁ ଲେଖା, “ସାରା ପୃଥିବୀରେ କେତେ ଯିହୋବାଙ୍କ ସାକ୍ଷୀ ଅଛନ୍ତି ?” (ହିନ୍ଦୀ) ଦେଖନ୍ତୁ ।
b ଯଦି ଜଣେ ବ୍ୟକ୍ତି ବାପ୍ତିସ୍ମ ନେଇ ଯିହୋବାଙ୍କ ସାକ୍ଷୀ ହେବାକୁ ଚାହାନ୍ତି, ତେବେ ସେ କʼଣ କରିବା ଉଚିତ୍, ସେବିଷୟରେ ଲେଖା, “ମୁଁ ଯିହୋବାଙ୍କ ସାକ୍ଷୀ କିପରି ହୋଇପାରିବି ?” (ହିନ୍ଦୀ) ଦେଖନ୍ତୁ ।
c ଜଣେ ଅଗ୍ରଦୂତ ଏପରି ଜଣେ ବାପ୍ତିସ୍ମପ୍ରାପ୍ତ ବ୍ୟକ୍ତି ହୋଇଥାʼନ୍ତି, ଯାହାଙ୍କ ମଣ୍ଡଳୀରେ ଭଲ ନାମ ଥାଏ ଏବଂ ଯିଏ ପ୍ରତ୍ୟେକ ମାସ ନିଜ ଇଚ୍ଛାରେ କିଛି ନିର୍ଦ୍ଧାରିତ ସମୟ ପ୍ରଚାର ସେବାରେ ଦେଇଥାʼନ୍ତି ।
d ଅଧିକ ଜାଣିବା ପାଇଁ ଲେଖା, “ଯିହୋବାଙ୍କ ସାକ୍ଷୀମାନଙ୍କ ସହ ବାଇବଲ ଅଧ୍ୟୟନ କିପରି ହୁଏ ?” (ହିନ୍ଦୀ) ଦେଖନ୍ତୁ ।