ଶୁକ୍ରବାର
‘ତୁମ୍ଭେ କେବଳ ନିଜ ଯିହୋବା ଈଶ୍ୱରଙ୍କର ଉପାସନା କର’—ମାଥିଉ ୪:୧୦
ସକାଳ କାର୍ଯ୍ୟକ୍ରମ
୯:୨୦ ସଂଗୀତର ଭିଡିଓ
୯:୩୦ ଗୀତ ସଂ. ୭୪ ଏବଂ ପ୍ରାର୍ଥନା
୯:୪୦ ଅଧ୍ୟକ୍ଷଙ୍କ ଦ୍ୱାରା ସମ୍ବୋଧନ: ଶୁଦ୍ଧ ଉପାସନା କʼଣ ? (ଯିଶାଇୟ ୪୮:୧୭; ମଲାଖି ୩:୧୬)
୧୦:୧୦ ବାଇବଲ ଆଧାରିତ ଭିଡିଓ ଡ୍ରାମା:
ଯୀଶୁଙ୍କ ନିଆରା ଜୀବନ କାହାଣୀ: ଏପିସୋଡ ୨
‘ଏ ମୋର ପ୍ରିୟ ପୁତ୍ର’—ଭାଗ ୧ (ମାଥିଉ ୩:୧–୪:୧୧; ମାର୍କ ୧:୧୨, ୧୩; ଲୂକ ୩:୧–୪:୭; ଯୋହନ ୧:୭, ୮)
୧୦:୪୦ ଗୀତ ସଂ. ୧୨୨ ଏବଂ ଘୋଷଣା
୧୦:୫୦ ପରିଚର୍ଚ୍ଚା: ମସୀହଙ୍କ ବିଷୟରେ ଭବିଷ୍ୟତବାଣୀଗୁଡ଼ିକ ସତ ହେଲା !—ଭାଗ ୧
• ଈଶ୍ୱର ତାଙ୍କୁ ନିଜ ପୁତ୍ର ଭାବେ ସ୍ୱୀକାର କଲେ (ଗୀତସଂହିତା ୨:୭; ମାଥିଉ ୩:୧୬, ୧୭; ପ୍ରେରିତ ୧୩:୩୩, ୩୪)
• ସେ ରାଜା ଦାଉଦଙ୍କ ବଂଶରୁ ଆସିଲେ (୨ ଶାମୁୟେଲ ୭:୧୨, ୧୩; ମାଥିଉ ୧:୧, ୨, ୬)
• ତାଙ୍କୁ ‘ଅଭିଷିକ୍ତ ବ୍ୟକ୍ତି ବା ଅଧିପତି’ ନିଯୁକ୍ତି କରାଗଲା (ଦାନିୟେଲ ୯:୨୫; ଲୂକ ୩:୧, ୨, ୨୧-୨୩)
୧୧:୪୫ ପ୍ରକୃତରେ କିଏ ଏହି ପୃଥିବୀ ଉପରେ ଶାସନ କରୁଛି ? (ମାର୍କ ୧୨:୧୭; ଲୂକ ୪:୫-୮; ଯୋହନ ୧୮:୩୬)
୧୨:୧୫ ଗୀତ ସଂ. ୨୨ ଏବଂ ବିରତି
ଦ୍ୱିପହର କାର୍ଯ୍ୟକ୍ରମ
୧:୩୫ ସଂଗୀତର ଭିଡିଓ
୧:୪୫ ଗୀତ ସଂ. ୧୨୧
୧:୫୦ ପରିଚର୍ଚ୍ଚା: ଯୀଶୁଙ୍କ ଭଳି ଶୟତାନର କଡ଼ା ବିରୋଧ କରନ୍ତୁ !
• ଯିହୋବାଙ୍କ ବାକ୍ୟରୁ ଜୀବିତ ରୁହନ୍ତୁ (ମାଥିଉ ୪:୧-୪)
• ଯିହୋବାଙ୍କ ପରୀକ୍ଷା କରନ୍ତୁ ନାହିଁ (ମାଥିଉ ୪:୫-୭)
• କେବଳ ଯିହୋବାଙ୍କ ଉପାସନା କରନ୍ତୁ (ମାଥିଉ ୪:୧୦; ଲୂକ ୪:୫-୭)
• ସତ୍ୟ ପକ୍ଷରେ କୁହନ୍ତୁ (୧ ପିତର ୩:୧୫)
୨:୫୦ ଗୀତ ସଂ. ୯୭ ଏବଂ ଘୋଷଣା
୩:୦୦ ପରିଚର୍ଚ୍ଚା: ସେହି ଦେଶକୁ ଜାଣନ୍ତୁ, ଯେଉଁଠି ଯୀଶୁ ରହୁଥିଲେ
• ଯିହୁଦା ପ୍ରଦେଶର ପ୍ରାନ୍ତର (ମାଥିଉ ୩:୧-୪; ଲୂକ ୪:୧)
• ଯର୍ଦ୍ଦନ ଉପତ୍ୟକା (ମାଥିଉ ୩:୧୩-୧୫; ଯୋହନ ୧:୨୭, ୩୦)
• ଯିରୂଶାଲମ (ମାଥିଉ ୨୩:୩୭, ୩୮)
• ଶମିରୋଣ (ଯୋହନ ୪:୭-୯, ୪୦-୪୨)
• ଗାଲିଲୀ (ମାଥିଉ ୧୩:୫୪-୫୭)
• ଫୈନୀକିଆ (ଲୂକ ୪:୨୫, ୨୬)
• ଅରାମ (ଲୂକ ୪:୨୭)
୪:୧୦ ଯୀଶୁ ଆପଣଙ୍କଠାରେ କʼଣ ଦେଖନ୍ତି ? (ଯୋହନ ୨:୨୫)
୪:୪୫ ଗୀତ ସଂ. ୩୪ ଏବଂ ପ୍ରାର୍ଥନା