ଆମେ ନିଜ ପରିବାରକୁ ଖୁସିରେ ରଖିବା ପାଇଁ କʼଣ କରିପାରିବା ?
“ତୁମ୍ଭେମାନେ ପ୍ରତ୍ୟେକେ ମଧ୍ୟ ଆପଣା ଆପଣା ସ୍ତ୍ରୀକୁ ଆତ୍ମ ତୁଲ୍ୟ ପ୍ରେମ କର, ଆଉ ସ୍ତ୍ରୀ ମଧ୍ୟ ଆପଣା ସ୍ୱାମୀକି ଭକ୍ତି କରୁ ।”—ଏଫିସୀୟ ୫:୩୩.
ପବିତ୍ର ଶାସ୍ତ୍ରରେ କୁହାଯାଇଛି:
ସ୍ୱାମୀ ସ୍ତ୍ରୀ ପରସ୍ପର ପ୍ରତି ବିଶ୍ୱସ୍ତ ରହିବା ଉଚିତ୍ ।—ଏବ୍ରୀ ୧୩:୪.
ଯଦି ପିଲାମାନେ ବାପାମାଆଙ୍କର ଆଜ୍ଞା ମାନିବେ ଓ ସେମାନଙ୍କର ଆଦର କରିବେ, ତାହେଲେ ସେମାନଙ୍କୁ ଲାଭ ହେବ ।—ଏଫିସୀୟ ୬:୧-୩.
ଅଧିକ ଜାଣିବା ପାଇଁ jw.org/or ୱେବସାଇଟ୍କୁ ଯାଆନ୍ତୁ
© 2026 Watch Tower Bible and Tract Society of Pennsylvania