ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • ll ଭାଗ ୭ ପୃଷ୍ଠା ୧୬-୧୭
  • ଯୀଶୁ କିଏ ଥିଲେ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁ କିଏ ଥିଲେ?
  • ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
  • ପ୍ରାୟ ସମାନ ଲେଖା
  • ଭାଗ ୭
    ଈଶ୍ୱରଙ୍କ ବାଣୀ ଶୁଣ
  • ଯୀଶୁ ଖ୍ରୀଷ୍ଟ କିଏ ଅଟନ୍ତି ?
    ବାଇବଲ ଆମକୁ କʼଣ ଶିଖାଏ?
  • ଯୀଶୁ ଖ୍ରୀଷ୍ଟ କିଏ ଅଟନ୍ତି?
    ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
  • ଯୀଶୁ ଖ୍ରୀଷ୍ଟ କିଏ ?
    ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
ଆହୁରି ଦେଖନ୍ତୁ
ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
ll ଭାଗ ୭ ପୃଷ୍ଠା ୧୬-୧୭

ଭାଗ ୭

ଯୀଶୁ କିଏ ଥିଲେ?

ଯିହୋବା ଯୀଶୁଙ୍କୁ ପୃଥିବୀକୁ ପଠାଇଲେ। ୧ ଯୋହନ ୪:୯

ଯୀଶୁ ଷ୍ଟ ର୍ଗରେ ଈରଙ୍କ ଡାହାଣ ପାରେ

ଯଦି ଆମେ ଯିହୋବାଙ୍କୁ ଖୁସୀ କରିବାକୁ ଚାହୁଁ ତେବେ, ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ କଥା ଶୁଣିବା ଉଚିତ୍‌। ଆଦମଙ୍କ ସୃଷ୍ଟିର ବହୁ ବର୍ଷପୂର୍ବେ ଯିହୋବା ସ୍ୱର୍ଗରେ ଏକ ଶକ୍ତିଶାଳୀ ଆତ୍ମିକ ପ୍ରାଣୀଙ୍କୁ ସୃଷ୍ଟି କରିଥିଲେ।

ଗର୍ଭବତୀ ଅବସ୍ଥାରେ ମରୀୟମ ଏବଂ ପରେ ଯୀଶୁଙ୍କ ଜନ୍ମ

ଯଥା ସମୟରେ, ଏହି ଆତ୍ମିକ ପ୍ରାଣୀଙ୍କୁ ଯିହୋବା ବେଥ୍‌ଲିହିମ ଗ୍ରାମର, ମରିୟମ ନାମକ ଜଣେ କୁମାରୀଙ୍କ ଗର୍ଭରେ ସ୍ଥାନାନ୍ତର କଲେ। ଏହି ପୁତ୍ରସନ୍ତାନଟିର ନାମ ଯୀଶୁ ରଖିଲେ।—ଯୋହନ ୬:୩୮.

ଯୀଶୁ ଲୋକମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଉଛନ୍ତି

ମନୁଷ୍ୟରୂପେ ଯୀଶୁ ପୃଥିବୀରେ ଥିବାବେଳେ ଯିହୋବାଙ୍କ ସମସ୍ତ ଗୁଣ ସମ୍ପୁର୍ଣ୍ଣରୂପେ ପ୍ରତିଫଳିତ କଲେ। ସେ ଜଣେ ପ୍ରେମମୟ, ନମ୍ର ଓ କୋମଳ ସ୍ୱଭାବର ଥିଲେ। ଯୀଶୁ ସାହସିକତାର ସହିତ ଯିହୋବାଙ୍କ ବିଷୟରେ ଲୋକମାନଙ୍କୁ ସତ୍ୟ ଶିକ୍ଷା ଦେଉଥିଲେ।

ଯୀଶୁ ଯଦ୍ୟପି ଭଲକାମ କରିଥିଲେ ତଥାପି ଲୋକ ତାହାଙ୍କୁ ଘୃଣା କଲେ। ୧ ପିତର ୨:୨୧-୨୪

ଯୀଶୁ ଜଣେ ମରିଯାଇବା ଝିଅକୁ ଜୀବିତ କରୁଛନ୍ତି ଏବଂ ଜଣେ ରୋଗୀକୁ ଆରୋଗ୍ୟ କରୁଛନ୍ତି

ଯୀଶୁ ରୋଗୀଙ୍କୁ ସୁସ୍ଥକଲେ ଓ କେତେକ ମୃତଲୋକଙ୍କୁ ପୁଣି ଜୀବିତ କଲେ।

ଧର୍ମ ଗୁରୁମାନେ ତାହାଙ୍କୁ ଘୃଣା କରୁଥିଲେ। କାରଣ ସେ ସେମାନଙ୍କ ମିଥ୍ୟା ଶିକ୍ଷା ଓ ମନ୍ଦକାମ ବିଷୟରେ ଲୋକଙ୍କୁ ଖୋଲି କହି ଦେଉଥିଲେ।

ଯୀଶୁଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯାଉଛି ଏବଂ ପରେ ଜୀବନରେ ମାରି ଦିଆଯାଉଛି

ଏହି ଧର୍ମଗୁରୁମାନେ ଯୀଶୁଙ୍କୁ ଶାରୀରିକ ନିର୍ଯ୍ୟାତନା ଓ ଜୀବନରେ ମାରିଦେବାକୁ ରୋମୀୟମାନଙ୍କୁ ପ୍ରବର୍ତ୍ତାଇଲେ।

  • ଯୀଶୁଙ୍କ ବିଷୟରେ ଜାଣିବା ଅତି ଜରୁରୀ କାହିଁକି?—ଯୋହନ ୧୭:୩.

  • ପୃଥିବୀକୁ ଆସିବା ପୂର୍ବେ ଯୀଶୁ ସ୍ୱର୍ଗରେ କʼଣ କରୁଥିଲେ?—କଲସୀୟ ୧:୧୫-୧୭.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ