ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w26 ଜାନୁୟାରୀ ପୃଷ୍ଠା ୩୨
  • ବାଇବଲରେ ଥିବା ଘଟଣାଗୁଡ଼ିକୁ କଳ୍ପନା କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବାଇବଲରେ ଥିବା ଘଟଣାଗୁଡ଼ିକୁ କଳ୍ପନା କରନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ପ୍ରାୟ ସମାନ ଲେଖା
  • ଚିତ୍ର ଆଙ୍କି ଶିଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଆପଣ ବାଇବଲକୁ କିପରି ଭଲ ଭାବେ ବୁଝିପାରିବେ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ପ୍ରଶାସନ ଦଳଠାରୁ ଚିଠି
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
w26 ଜାନୁୟାରୀ ପୃଷ୍ଠା ୩୨

ଅଧ୍ୟୟନ ପାଇଁ ପରାମର୍ଶ

ବାଇବଲରେ ଥିବା ଘଟଣାଗୁଡ଼ିକୁ କଳ୍ପନା କରନ୍ତୁ

ବାଇବଲରେ ଅନେକ ସତ୍ୟ ଘଟଣାଗୁଡ଼ିକ ଦିଆଯାଇଛି, ଯେଉଁଥିରୁ ଆମେ ଅନେକ କଥା ଶିଖିପାରିବା । ଯଦି ଆମେ ସେହି ଘଟଣାଗୁଡ଼ିକୁ କଳ୍ପନା କରିବା, ତାହେଲେ ଆମେ ତାହାକୁ ଭଲଭାବେ ବୁଝିପାରିବା ଓ ଆମକୁ ସେଥିରୁ ଆହୁରି ଲାଭ ହେବ । ଆମେ ଏହା କିପରି କରିପାରିବା ?

  • ଜୋର୍‌ରେ ପଢ଼ନ୍ତୁ । ଯେବେ ଆମେ ବାଇବଲର କୌଣସି ଘଟଣାକୁ ଜୋର୍‌ରେ ପଢ଼ୁ, ତେବେ ଆମେ ତାହାକୁ ଆହୁରି ଭଲଭାବେ କଳ୍ପନା କରିପାରୁ ଓ ବୁଝିପାରୁ ଯେ ସେଥିରେ କʼଣ କʼଣ ହେଉଛି । ନିଜ ପରିବାର ସହିତ ବାଇବଲ ପଢ଼ିବା ସମୟରେ ଆପଣ ପ୍ରତ୍ୟେକ ସଦସ୍ୟଙ୍କୁ ଗୋଟିଏ କିମ୍ବା ଦୁଇଟି ଚରିତ୍ର ଦେଇପାରିବା ଏବଂ ସେଗୁଡ଼ିକୁ ଭାବନାର ସହିତ ପଢ଼ିବା ପାଇଁ କହିପାରିବା । ଏପରି କଲେ ସେହି ଘଟଣାଟି ଆହୁରି ଅସଲ ହୋଇଯିବ ।

  • କଳ୍ପନା କରନ୍ତୁ । ଭାବନ୍ତୁ ଯେ ସେହି ଘଟଣାରେ ଯେଉଁ ଚରିତ୍ର ବିଷୟରେ କୁହାଯାଇଛି, ସେ କେଉଁ ପରିସ୍ଥିତିରେ ଅଛି ଏବଂ କିପରି ଅନୁଭବ କରୁଛି । ଯେପରି ଏହି ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ, ‘ସେ କାହିଁକି ଏପରି କହିଲା କିମ୍ବା କାହିଁକି ଏପରି କଲା ? ଯଦି ମୁଁ ତାʼ ଜାଗାରେ ଥାʼନ୍ତି, ତାହେଲେ ମୁଁ କିପରି ଭାବନ୍ତି ଏବଂ ମୁଁ କʼଣ କରନ୍ତି ?’

  • ଚିତ୍ର ଆଙ୍କନ୍ତୁ । ବାଇବଲର ଘଟଣାଗୁଡ଼ିକର ଚିତ୍ର ଆଙ୍କିଲେ ଆପଣ ସେହି ଘଟଣାଗୁଡ଼ିକୁ କଳ୍ପନା କରିପାରିବେ ଏବଂ ମନେ ରଖିପାରିବେ । ଏହାପାଇଁ ଆପଣଙ୍କୁ ବହୁତ ଭଲ ଚିତ୍ର ଆଙ୍କିବାର ଦରକାର ନାହିଁ, ଆପଣ ଗୋଟିଏ ସାଧାରଣ ଚିତ୍ର ବି ଆଙ୍କିପାରିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ