ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ଡିସେମ୍ବର ପୃଷ୍ଠା ୩୨
  • ନିଜର ଭରସା ବଢ଼ାନ୍ତୁ ଯେ ଯିହୋବା ଆପଣଙ୍କୁ ସୁରକ୍ଷା ଦେବେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନିଜର ଭରସା ବଢ଼ାନ୍ତୁ ଯେ ଯିହୋବା ଆପଣଙ୍କୁ ସୁରକ୍ଷା ଦେବେ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ପ୍ରାୟ ସମାନ ଲେଖା
  • ଆପଣ ନିଜ ଭାଇଭଉଣୀମାନଙ୍କ ଉପରେ ଭରସା କରିପାରିବେ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଭରସା ରଖନ୍ତୁ ଯେ ଯିହୋବା ଯାହା ମଧ୍ୟ କରନ୍ତି ଠିକ୍‌ କରନ୍ତି
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ମରୁଡ଼ି ବର୍ଷରେ ଆପଣ କʼଣ କରିବେ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ଡିସେମ୍ବର ପୃଷ୍ଠା ୩୨

ଅଧ୍ୟୟନ ପାଇଁ ବିଷୟ

ନିଜର ଭରସା ବଢ଼ାନ୍ତୁ ଯେ ଯିହୋବା ଆପଣଙ୍କୁ ସୁରକ୍ଷା ଦେବେ

ଗଣନା ପୁସ୍ତକ ୧୩:୨୫–୧୪:୪ ପଢ଼ନ୍ତୁ ଓ ବୁଝିବାକୁ ଚେଷ୍ଟା କରନ୍ତୁ ଯେ ଇସ୍ରାଏଲୀୟମାନେ କିପରି ଦେଖାଇଲେ ଯେ ତାଙ୍କୁ ଯିହୋବାଙ୍କ ଉପରେ ଭରସା ନାହିଁ ।

ଅଧିକ ଜାଣିବା ପାଇଁ ଆଖପାଖର ପଦଗୁଡ଼ିକୁ ପଢ଼ନ୍ତୁ । ମିଶରର ଦାସତ୍ୱରୁ ବାହାରିବା ପରେ ଇସ୍ରାଏଲୀୟମାନଙ୍କୁ କାହିଁକି ଏକଥା ଉପରେ ଭରସା କରିବାର ଥିଲା ଯେ ଯିହୋବା ସେମାନଙ୍କୁ ସୁରକ୍ଷା ଦେଇପାରିବେ ? (ଗୀତ. ୭୮:୧୨-୧୬, ୪୩-୫୩) ଯିହୋବାଙ୍କ ଉପରେ ସେମାନଙ୍କର ଭରସା କାହିଁକି କମ୍‌ ହେବାକୁ ଲାଗିଲା ? (ଦ୍ୱିବି. ୧:୨୬-୨୮) ଯିହୋଶୂୟ ଓ କାଲେବ କିପରି ଦେଖାଇଲେ ଯେ ସେମାନେ ଯିହୋବାଙ୍କ ଉପରେ ଭରସା କରନ୍ତି ?—ଗଣ. ୧୪:୬-୯.

ଗଭୀର ଭାବେ ଅନୁସନ୍ଧାନ କରନ୍ତୁ । ଇସ୍ରାଏଲୀୟମାନେ ଯିହୋବାଙ୍କ ଉପରେ ଭରସା ବଢ଼ାଇବା ପାଇଁ କʼଣ କରିପାରିଥାʼନ୍ତେ ? (ଗୀତ. ୯:୧୦; ୨୨:୪; ୭୮:୧୧) ଯିହୋବାଙ୍କ ଉପରେ ଭରସା କରିବା ଏବଂ ତାଙ୍କର ଆଦର କରିବା ମଧ୍ୟରେ କʼଣ ସମ୍ପର୍କ ରହିଛି ?—ଗଣ. ୧୪:୧୧.

ଭାବନ୍ତୁ ଯେ ଆପଣ କʼଣ ଶିଖିଲେ । ନିଜକୁ ପଚାରନ୍ତୁ:

  • ‘କେଉଁ ଭଳି ପରିସ୍ଥିତିରେ ମୋ ପାଇଁ ଯିହୋବାଙ୍କ ଉପରେ ଭରସା କରିବା କଠିନ ହୋଇପାରେ ?’

  • ‘ମୁଁ ଆଜି ଓ ଭବିଷ୍ୟତରେ ଯିହୋବାଙ୍କ ଉପରେ ଆହୁରି ଭରସା କରିବା ପାଇଁ କʼଣ କରିପାରିବି ?’

  • ‘ମହାକ୍ଳେଶ ଆରମ୍ଭ ହେବା ପରେ ମୁଁ କେଉଁ କଥାର ଭରସା କରିପାରିବି ?’—ଲୂକ ୨୧:୨୫-୨୮.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ