ଅଧ୍ୟୟନ ସଂସ୍କରଣ
ଜାନୁୟାରୀ ୨୦୨୫
୩ ମାର୍ଚ୍ଚ–୬ ଏପ୍ରିଲ୍, ୨୦୨୫ ପାଇଁ ଅଧ୍ୟୟନ ଲେଖା
© 2024 Watch Tower Bible and Tract Society of Pennsylvania
୨୦୨୫ ମସିହାର ବାର୍ଷିକ ପଦ:
‘ଯିହୋବାଙ୍କ ନାମ ଯେଉଁ ମହିମା ପାଇବାର ଯୋଗ୍ୟ, ସେହି ମହିମା ତାକୁ ଦିଅ ।’—ଗୀତ. ୯୬:୮ NWT.
ଏହି ପ୍ରକାଶନ ବିକ୍ରି ପାଇଁ ନୁହେଁ । ଏହା ବିଶ୍ୱବ୍ୟାପୀ ବାଇବଲ ଆଧାରିତ ଶିକ୍ଷାଦାନ କାମର ଏକ ଅଂଶ ଅଟେ । ଏହି କାମର ଖର୍ଚ୍ଚ ସ୍ୱେଚ୍ଛାଦାନରେ ଚାଲେ । ଦାନ ଦେବା ପାଇଁ ଦୟା କରି donate.jw.org. ଯାଆନ୍ତୁ ।
ଏଥିରେ ଦିଆଯାଇଥିବା ବାଇବଲ ପଦଗୁଡ଼ିକ ବାଇବଲ ସୋସାଇଟି ଅଫ୍ ଇଣ୍ଡିଆର ପବିତ୍ର ବାଇବଲରୁ ନିଆଯାଇଛି । ଯେଉଁଠାରେ NWT ଲେଖାଅଛି, ସେଠାରେ ଆଧୁନିକ ଭାଷାର ପବିତ୍ର ଶାସ୍ତ୍ରର ନୂତନ ଜଗତ ଅନୁବାଦରୁ ନିଆଯାଇଛି । ଏହା ବ୍ୟତୀତ ଯେଉଁଠାରେ ଅନ୍ୟ କୌଣସି ବାଇବଲରୁ ପଦଗୁଡ଼ିକ ନିଆଯାଇଛି, ସେଠାରେ ତାʼ ନାମ ଦିଆଯାଇଛି ।