ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ଜାନୁୟାରୀ ପୃଷ୍ଠା ୩୨
  • ଚିତ୍ର ଆଙ୍କି ଶିଖନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଚିତ୍ର ଆଙ୍କି ଶିଖନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ପ୍ରାୟ ସମାନ ଲେଖା
  • ‘ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାରେ ମୋହର ମଙ୍ଗଳ’
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ବାଇବଲରେ ଥିବା ଘଟଣାଗୁଡ଼ିକୁ କଳ୍ପନା କରନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୬
  • ଶିଖାଇବା ସମୟରେ ଜିନିଷଗୁଡ଼ିକ ଦେଖାଇବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ଜାନୁୟାରୀ ପୃଷ୍ଠା ୩୨

ଅଧ୍ୟୟନ ପାଇଁ ପରାମର୍ଶ

ଚିତ୍ର ଆଙ୍କି ଶିଖନ୍ତୁ

ଆମେ ଯାହା ପଢ଼ୁ, ତାହାକୁ ମନେ ରଖିବା ଆମ ମଧ୍ୟରୁ ଅନେକଙ୍କ ପାଇଁ କଠିନ ହୋଇଥାଏ । କିନ୍ତୁ ହୁଏତ ଆପଣ ଧ୍ୟାନ ଦେଇଥିବେ, ଆମେ ଯୀଶୁଙ୍କ ଉଦାହରଣଗୁଡ଼ିକୁ ଭଲଭାବେ ମନେ ରଖିଥାଉ । କାରଣ ଆମେ ସେବିଷୟରେ କଳ୍ପନା କରିଥାଉ । ସେହିଭଳି ଯଦି ଆପଣ ଯାହା ପଢ଼ନ୍ତି, ସେବିଷୟରେ କଳ୍ପନା କରିବେ, ତେବେ ଆପଣ ଅନେକ କଥା ମନେ ରଖିପାରିବେ । କିନ୍ତୁ ଆପଣ ଏହା କିପରି କରିପାରିବେ ? ଆପଣ ଯାହା ପଢ଼ନ୍ତି ତାହାର ଚିତ୍ର କାଗଜରେ ବା ଆଉ କଉଠି ଆଙ୍କିପାରିବେ ।

କିଛି ଲୋକ ନୂଆ କଥା ଶିଖିବା ମାତ୍ରେ ତାହାର ଚିତ୍ର ଆଙ୍କି ଦିଅନ୍ତି । ତେଣୁ ସେମାନେ ସେଗୁଡ଼ିକୁ ମନେ ରଖିପାରନ୍ତି । ଏପରି କରିବା ଦ୍ୱାରା ସେମାନେ କେବଳ ଶବ୍ଦଗୁଡ଼ିକୁ ନୁହେଁ, ବରଂ ତାହାର ମୁଖ୍ୟ କଥାଗୁଡ଼ିକୁ ମଧ୍ୟ ମନେ ରଖିପାରନ୍ତି । ଆପଣଙ୍କୁ ସୁନ୍ଦର ଚିତ୍ର ଆଙ୍କିବା ଦରକାର ନାହିଁ, ଆପଣ ଯେମିତି ବି ଚିତ୍ର ଆଙ୍କିପାରିବେ । ଏହି ଉପାୟ ବିଶେଷକରି ବୃଦ୍ଧମାନଙ୍କ ପାଇଁ ବହୁତ ଲାଭଦାୟକ ।

ଆମେ ପ୍ରୋତ୍ସାହନ ଦେଉ ଯେ ଆରଥରକୁ ଆପଣ ଅଧ୍ୟୟନ କରିବା ସମୟରେ ସେଗୁଡ଼ିକର ଚିତ୍ର ଆଙ୍କିବା ପାଇଁ ଚେଷ୍ଟା କରନ୍ତୁ । ଏପରି କଲେ ଆପଣ ଦେଖିପାରିବେ ଯେ ଆପଣଙ୍କୁ ବହୁତ କଥା ମନେ ଅଛି !

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ