ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w24 ସେପ୍ଟେମ୍ବର ପୃଷ୍ଠା ୧-୩୨
  • ଅଧ୍ୟୟନ ସଂସ୍କରଣ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅଧ୍ୟୟନ ସଂସ୍କରଣ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
w24 ସେପ୍ଟେମ୍ବର ପୃଷ୍ଠା ୧-୩୨
ଯୀଶୁ ପୃଥିବୀ ଉପରେ ଗୋଟିଏ ସିଂହାସନରେ ବସିଛନ୍ତି ଏବଂ ଦୁଇଟି ଭିନ୍ନ ଭିନ୍ନ ସମୂହର ଲୋକମାନଙ୍କ ଉପରେ ଧ୍ୟାନ ଦେଉଛନ୍ତି । ଚିତ୍ରଗୁଡ଼ିକ: ଭାଇଭଉଣୀମାନେ ଯିହୋବାଙ୍କ ଉପାସନା କରୁଛନ୍ତି । ୧. ଜଣେ ଭଉଣୀଙ୍କ ଟ୍ୟାବଲେଟ ଧରିଛନ୍ତି ଏବଂ ଆକାଶକୁ ଦେଖୁଛନ୍ତି । ୨. ଜଣେ ସ୍ୱାମୀ ସ୍ତ୍ରୀ ବାଇବଲ ପଢ଼ୁଛନ୍ତି । ୩. ଭାଇଭଉଣୀ ସଂଗଠନର ଗୋଟିଏ ବିଲ୍‌ଡିଙ୍ଗ ତିଆରି କରିବାରେ ସାହାଯ୍ୟ କରୁଛନ୍ତି । ୪. ଜଣେ ଭାଇ ଜେଲରେ ଅଛନ୍ତି ଓ ପ୍ରାର୍ଥନା କରୁଛନ୍ତି । ୫. ଜଣେ ବୃଦ୍ଧା ଭଉଣୀ ସଭାରେ ଉତ୍ତର ଦେଉଛନ୍ତି । ୬. ଜଣେ ଭଉଣୀ ହସ୍ପିଟାଲରେ ଅଛନ୍ତି ଏବଂ ଜଣେ ନର୍ସକୁ ଟ୍ରାକ୍ଟ ଦେଉଛନ୍ତି । ୭. ଜଣେ ବାପା ନିଜ ପରିବାର ସହ ଅଧ୍ୟୟନ କରୁଛନ୍ତି । ଚିତ୍ରଗୁଡ଼ିକ: ଲୋକମାନେ ବାଇବଲ ସିଦ୍ଧାନ୍ତ ଅନୁସାରେ ବଞ୍ଚୁ ନାହାନ୍ତି । ୧. ଜଣେ ଲୋକ ଜୁଆ ଖେଳୁଛି ଓ ପ୍ରାର୍ଥନା କରୁଛି । ୨. ଜଣେ ଲୋକ ଜଣେ ସ୍ତ୍ରୀଙ୍କୁ ପିଟୁଛି । ୩. ଲୋକମାନେ ରାଗି ଯାଇ ଆନ୍ଦୋଳନ କରୁଛନ୍ତି । ୪. ଜଣେ ବ୍ୟକ୍ତି ପାଖରେ ବନ୍ଧୁକ ଅଛି ଏବଂ ପାର୍କିଂ ଜାଗାରେ ଜଣେ ସ୍ତ୍ରୀଙ୍କ ପିଛା କରୁଛି । ୫. ଜଣେ ପାଦରି ସୈନିକମାନଙ୍କ ପାଇଁ ପ୍ରାର୍ଥନା କରୁଛି । ୬. ଜଣେ ସ୍ତ୍ରୀ ଡ୍ରଗସ୍‌ ନେଉଛି ।

ଅଧ୍ୟୟନ ସଂସ୍କରଣ

ସେପ୍ଟେମ୍ବର ୨୦୨୪

୧୧ ନଭେମ୍ବର–୮ ଡିସେମ୍ବର, ୨୦୨୪ ପାଇଁ: ଅଧ୍ୟୟନ ଲେଖା

© 2024 Watch Tower Bible and Tract Society of Pennsylvania

ଏହି ପ୍ରକାଶନ ବିକ୍ରି ପାଇଁ ନୁହେଁ । ଏହା ବିଶ୍ୱବ୍ୟାପୀ ବାଇବଲ ଆଧାରିତ ଶିକ୍ଷାଦାନ କାମର ଏକ ଅଂଶ ଅଟେ । ଏହି କାମର ଖର୍ଚ୍ଚ ସ୍ୱେଚ୍ଛାଦାନରେ ଚାଲେ । ଦାନ ଦେବା ପାଇଁ ଦୟା କରି donate.jw.org ଯାଆନ୍ତୁ ।

ଏଥିରେ ଦିଆଯାଇଥିବା ବାଇବଲ ପଦଗୁଡ଼ିକ ବାଇବଲ ସୋସାଇଟି ଅଫ୍‌ ଇଣ୍ଡିଆର ପବିତ୍ର ବାଇବଲରୁ ନିଆଯାଇଛି । ଯେଉଁଠାରେ NWT ଲେଖାଅଛି, ସେଠାରେ ଆଧୁନିକ ଭାଷାର ପବିତ୍ର ଶାସ୍ତ୍ରର ନୂତନ ଜଗତ ଅନୁବାଦରୁ ନିଆଯାଇଛି । ଏହା ବ୍ୟତୀତ ଯେଉଁଠାରେ ଅନ୍ୟ କୌଣସି ବାଇବଲରୁ ପଦଗୁଡ଼ିକ ନିଆଯାଇଛି, ସେଠାରେ ତାʼ ନାମ ଦିଆଯାଇଛି

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ