ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w23 ନଭେମ୍ବର ପୃଷ୍ଠା ୧-୩୨
  • ଅଧ୍ୟୟନ ସଂସ୍କରଣ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅଧ୍ୟୟନ ସଂସ୍କରଣ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
w23 ନଭେମ୍ବର ପୃଷ୍ଠା ୧-୩୨
ଏଜ୍ରା ଅନ୍ୟ ଇସ୍ରାଏଲୀୟଙ୍କ ସହ ମନ୍ଦିରରେ କାନ୍ଦୁଛନ୍ତି । ଶଖନୀୟ ତାଙ୍କୁ ଛିଡ଼ା ହେବା ପାଇଁ ସାହାଯ୍ୟ କରୁଛନ୍ତି ।

ଅଧ୍ୟୟନ ସଂସ୍କରଣ

ନଭେମ୍ବର ୨୦୨୩

୮ ଜାନୁୟାରୀ–୪ ଫେବୃୟାରୀ, ୨୦୨୪ ପାଇଁ ଅଧ୍ୟୟନ ଲେଖା

© 2023 Watch Tower Bible and Tract Society of Pennsylvania

ଏହି ପ୍ରକାଶନ ବିକ୍ରି ପାଇଁ ନୁହେଁ । ଏହା ବିଶ୍ୱବ୍ୟାପୀ ବାଇବଲ ଆଧାରିତ ଶିକ୍ଷାଦାନ କାମର ଏକ ଅଂଶ ଅଟେ । ଏହି କାମର ଖର୍ଚ୍ଚ ସ୍ୱେଚ୍ଛାଦାନରେ ଚାଲେ । ଦାନ ଦେବା ପାଇଁ ଦୟା କରି donate.jw.org ଯାଆନ୍ତୁ ।

ଏଥିରେ ଦିଆଯାଇଥିବା ବାଇବଲ ପଦଗୁଡ଼ିକ ବାଇବଲ ସୋସାଇଟି ଅଫ୍‌ ଇଣ୍ଡିଆର ପବିତ୍ର ବାଇବଲରୁ ନିଆଯାଇଛି । ଯେଉଁଠାରେ NWT ଲେଖାଅଛି, ସେଠାରେ ଆଧୁନିକ ଭାଷାର ପବିତ୍ର ଶାସ୍ତ୍ରର ନୂତନ ଜଗତ ଅନୁବାଦରୁ ନିଆଯାଇଛି । ଏହା ବ୍ୟତୀତ ଯେଉଁଠାରେ ଅନ୍ୟ କୌଣସି ବାଇବଲରୁ ପଦଗୁଡ଼ିକ ନିଆଯାଇଛି, ସେଠାରେ ତାʼ ନାମ ଦିଆଯାଇଛି ।

ବାହାରେ ଥିବା ଚିତ୍ର ବିଷୟରେ:

ଲୋକମାନେ ଯେଉଁ ପାପ କରିଛନ୍ତି, ତାʼଯୋଗୁଁ ଏଜ୍ରା ମନ୍ଦିରରେ କାନ୍ଦୁଛନ୍ତି ଏବଂ ପ୍ରାର୍ଥନା କରୁଛନ୍ତି । ଲୋକମାନେ ମଧ୍ୟ କାନ୍ଦୁଛନ୍ତି । ତାʼପରେ ଶଖନୀୟ ଏଜ୍ରାଙ୍କ ସାହସ ବଢ଼ାନ୍ତି ଏବଂ ତାଙ୍କୁ କହନ୍ତି, “ଏବେ ମଧ୍ୟ ଇସ୍ରାଏଲ ପକ୍ଷରେ ଭରସା ଅଛି । . . . ଆମ୍ଭେମାନେ ଆପଣଙ୍କର ସହକାରୀ ଅଛୁ ।”—ଏଜ୍ରା ୧୦:୨, ୪ (ଅଧ୍ୟୟନ ଲେଖା ୪୮ର ପାରାଗ୍ରାଫ ୧୭)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ