JW ଲାଇବ୍ରେରୀ ଏବଂ JW.ORG ୱେବସାଇଟ୍ରେ ଥିବା ତଥ୍ୟ
ଦାନ କରାଯାଉଥିବା ପଇସାକୁ କିପରି ବ୍ୟବହାର କରାଯାଏ ?
ସାରା ଦୁନିଆରେ ବ୍ୟାପିଥିବା ମହାମାରୀ ସମୟରେ ସମସ୍ତଙ୍କ ପାଖକୁ ରିଲିଫ୍ ସାମଗ୍ରୀ ପହଞ୍ଚାଇ ଦିଆଗଲା
କୋଭିଡ୍-୧୯ ମହାମାରୀ ସମୟରେ ଯେଉଁଭଳି ଆମ ସଂଗଠନ ଲୋକମାନଙ୍କୁ ସାହାଯ୍ୟ କଲା, ତାହା ଦେଖି ଆମ ଭାଇଭଉଣୀମାନଙ୍କ ଓ ଅନ୍ୟମାନଙ୍କ ହୃଦୟକୁ ଛୁଇଁଗଲା ।
ଆଉ କିଛି ବିଷୟ
କʼଣ ଧନୀ ଓ ଗରିବ ମଧ୍ୟରେ ଥିବା ପାର୍ଥକ୍ୟ କେବେ ଦୂର ହେବ
ଆଜି ସରକାର ଲୋକମାନଙ୍କ ଆବଶ୍ୟକତା ପୂରା କରିପାରୁ ନାହିଁ । ଧନୀ ଲୋକମାନେ ଆହୁରି ଧନୀ ହୋଇ ହୋଇ ଯାଉଛନ୍ତି ଏବଂ ଗରିବମାନେ ଆହୁରି ଗରିବ । ବାଇବଲରେ କୁହାଯାଇଛି ଯେ ଈଶ୍ୱର ଏହି ସମସ୍ୟାଗୁଡ଼ିକର ସମାଧାନ କିପରି କରିବ ।
ଯୁବକଯୁବତୀମାନଙ୍କ ପ୍ରଶ୍ନ
ବାଇବଲ ମୋତେ କିପରି ସାହାଯ୍ୟ କରିପାରିବ ?—ଭାଗ ୧: ବାଇବଲ ପଢ଼ିବା ଆରମ୍ଭ କରନ୍ତୁ
ଯଦି ଆପଣଙ୍କୁ ମୂଲ୍ୟବାନ ଜିନିଷଗୁଡ଼ିକ ଥିବା ଗୋଟିଏ ବାକ୍ସ ମିଳେ, ତେବେ କʼଣ ଆପଣଙ୍କୁ ତାହା ଖୋଲିକି ଦେଖିବାକୁ ଇଚ୍ଛା ହେବ ନାହିଁ । ବାଇବଲ ମଧ୍ୟ ଏପରି ହିଁ ମୂଲ୍ୟବାନ ଜିନିଷଗୁଡ଼ିକ ଥିବା ବାକ୍ସ ଭଳି ଅଟେ । ଏଥିରେ ବହୁତଗୁଡ଼ିଏ ମୂଲ୍ୟବାନ ଜିନିଷ ଅଛି ।