Jw ଲାଇବ୍ରେରୀ ଏବଂ Jw.org ୱେବସାଇଟ୍ରେ ଥିବା ତଥ୍ୟ
ଯିହୋବାଙ୍କ ସାକ୍ଷୀମାନଙ୍କର ଅନୁଭୂତି
କମ୍ ପଇସାରେ ଚଳିବାରୁ ମିଳିଲା ଅଧିକ ଖୁସି
ମେଡିୟନ ଓ ମାରସେଲା ବହୁତ କିଣାକିଣି କରୁଥିଲେ ଓ ଋଣ ମଧ୍ୟ ନେଉଥିଲେ । କିନ୍ତୁ ଏଥିରୁ ତାଙ୍କୁ ଖୁସି ମିଳୁ ନ ଥିଲା, ତାʼପରିବର୍ତ୍ତେ ସେମାନେ ଚିନ୍ତାରେ ରହିବାକୁ ଲାଗିଲେ । କିନ୍ତୁ ଅନ୍ୟମାନଙ୍କୁ ଈଶ୍ୱରଙ୍କ ବିଷୟରେ ଶିଖାଇବା ଦ୍ୱାରା ଏବେ ସେମାନେ ବହୁତ ଖୁସିରେ ଅଛନ୍ତି ।
ଆଉ କିଛି ବିଷୟ
ପ୍ରାକୃତିକ ବିପତ୍ତିଗୁଡ଼ିକର ସାମନା କିପରି କରିବା ?
ବାଇବଲରେ ଦିଆଯାଇଥିବା ପରାମର୍ଶକୁ ମାନିଲେ ଆପଣ ପ୍ରାକୃତିକ ବିପତ୍ତିଗୁଡ଼ିକ ପାଇଁ ପ୍ରସ୍ତୁତ ରହିପାରିବେ । ଆଉ ଯଦି ତାହା ଆସିବ, ତେବେ ତାʼର ଭଲଭାବେ ସାମନା କରିପାରିବେ ।
ପରିବାର ପାଇଁ ସାହାଯ୍ୟ
ପିଲାମାନଙ୍କୁ ପ୍ଲେ-ସ୍କୁଲରେ ଦେବା ନା ନାହିଁ ?
ଯଦି ଆପଣ ନିଜ ପିଲାମାନଙ୍କୁ ପ୍ଲେ-ସ୍କୁଲ ବା ଡେ କେୟାରରେ ଦେବା ପାଇଁ ଭାବୁଛନ୍ତି, ତେବେ ଏହା ବି ଭାବନ୍ତୁ ଯେ ଏହାର କʼଣ କ୍ଷତି ହୋଇପାରେ । ଏହି ଲେଖାରେ କିଛି ପ୍ରଶ୍ନ ଦିଆଯାଇଛି ଯାହାକୁ ଧ୍ୟାନରେ ରଖିଲେ ଆପଣ ଠିକ୍ ନିଷ୍ପତ୍ତି ନେଇପାରିବେ ।