୧୧-୧୭ ମେ
ଯିଶାଇୟ ୬୦–୬୧
ଗୀତ ୧୪୩ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. “ଉଠ, ଦୀପ୍ତିମତୀ ହୁଅ”
(୧୦ ମି.)
ଯିଶାଇୟ ୬୦:୧ ପଦରେ ଯାହା ବିଷୟରେ କୁହାଯାଇଛି, ତାହା ପ୍ରାଚୀନ ଯିରୂଶାଲମ ନଗରୀକୁ ଦର୍ଶାଏ (ଯିଶା ୬୦:୧, ୨; ପ୍ର୨୪.୦୭ ପୃ ୩୦ ¶୧-୨)
କିନ୍ତୁ ଯିଶାଇୟ ୬୦ ଅଧ୍ୟାୟର ଭବିଷ୍ୟତବାଣୀ ଯିରୂଶାଲମ ଉପରେ କିଛି ମାତ୍ରାରେ ପୂରା ହେଲା (ପ୍ର୨୪.୦୭ ପୃ ୩୦ ¶୩-୪)
ଏହି ଭବିଷ୍ୟତବାଣୀ ଆଜି ‘ଊର୍ଦ୍ଧ୍ୱସ୍ଥ ଯିରୂଶାଲମରେ’ ବଡ଼ ମାତ୍ରାରେ ପୂରା ହେଉଛି (ଗାଲା ୪:୨୬; ପ୍ର୨୪.୦୭ ପୃ ୩୦ ¶୫-ପୃ ୩୧ ¶୨)
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ଯିଶା ୬୦:୨୨—ଏହି ଭବିଷ୍ୟତବାଣୀ ଆଜି କିପରି ପୂରା ହେଉଛି ? (ପ୍ର୨୪.୦୫ ପୃ ୮ ¶୧)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଯିଶା ୬୧:୧-୯ (ଶିଖାଇବା ଅଧ୍ୟୟନ ୧୧)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣକୁ ଈଶ୍ୱରଙ୍କ ନାମ ବିଷୟରେ ଶିଖାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୩)
୫. ପୁଣିଥରେ ଭେଟିବା ସମୟରେ
(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଗତଥର ବ୍ୟକ୍ତି ଜଣକ ଆପଣଙ୍କୁ କହିଥିଲେ ଯେ କିଛି ସମୟ ପୂର୍ବେ ତାଙ୍କର କେହି ପ୍ରିୟଜନଙ୍କ ମୃତ୍ୟୁ ହୋଇଯାଇଛି । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୪)
୬. ବାଇବଲ ଅଧ୍ୟୟନ ସମୟରେ
ଗୀତ ୧୫୬
୭. ମଣ୍ଡଳୀର ଆବଶ୍ୟକତା
(୧୫ ମି.)
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୮୪-୮୫