ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb26 ମାର୍ଚ୍ଚ ପୃଷ୍ଠା ୨
  • ୨-୮ ମାର୍ଚ୍ଚ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨-୮ ମାର୍ଚ୍ଚ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୬
mwb26 ମାର୍ଚ୍ଚ ପୃଷ୍ଠା ୨

୨-୮ ମାର୍ଚ୍ଚ

ଯିଶାଇୟ ୪୧-୪୨

ଗୀତ ୭ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. “ଭୟ କର ନାହିଁ”

(୧୦ ମି.)

ଯିହୋବା ‘ଏକ ଜଣକୁ ପୂର୍ବ ଦିଗରୁ ଉତ୍ପନ୍ନ’ କରନ୍ତି, ଯାହାଙ୍କ ବିଷୟରେ ଶୁଣି ଲୋକମାନେ ଭୟ କରନ୍ତି (ଯିଶା ୪୧:୨, ୫; ଯିଶାଇୟ-୨ (ହିନ୍ଦୀ) ପୃ ୨୧-୨୨ ¶୧୦)

ଯିହୋବାଙ୍କ ଉପାସକମାନଙ୍କୁ ଡରିବାର ଆବଶ୍ୟକ ନ ଥିଲା (ଯିଶା ୪୧:୧୦; ବାଇବଲ ପଦଗୁଡ଼ିକର ଜ୍ଞାନ (ଇଂରାଜୀ) ଲେଖା ୫ ¶୪-୭)

ଯିହୋବା ସେମାନଙ୍କର ସାହାଯ୍ୟ କରନ୍ତି (ଯିଶା ୪୧:୧୩)


ଚିନ୍ତନ ପାଇଁ: ଯିଶାଇୟ ୪୧ ଅଧ୍ୟାୟର ଭବିଷ୍ୟତବାଣୀରୁ ଆଜି ଖ୍ରୀଷ୍ଟିୟାନମାନଙ୍କୁ କିପରି ସାହାଯ୍ୟ ମିଳେ ?—ପ୍ର୧୬.୦୭-ହି ପୃ ୧୮ ¶୪-୫.

ଗୋଟିଏ ପରିବାର ଏପରି ଦେଶରେ ରହେ ଯେଉଁଠି ଆମ କାମ ଉପରେ କଟକଣା ଲାଗିଛି । ସେମାନେ ସାଙ୍ଗରେ ମିଶି ବାଇବଲର ଅଧ୍ୟୟନ କରୁଛନ୍ତି । ମାଆ ଓ ତାଙ୍କର ଦୁଇଜଣ ଝିଅ ବାଇବଲ ପଢ଼ିବା ସମୟରେ ବାପା ବାହାରକୁ ନଜର ରଖିଛନ୍ତି ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଯିଶା ୪୧:୮—ଯିହୋବା କାହିଁକି ଆମର ସବୁଠୁ ଭଲ ସାଙ୍ଗ ହୋଇପାରିବେ ଏବଂ ଅବ୍ରହାମ କିପରି ତାଙ୍କର ସାଙ୍ଗ ହୋଇପାରିଲେ ? (ଜୀବନ ବହି ପାଠ ୮ ପଏଣ୍ଟ ନଂ. ୨, ୪)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଯିଶା ୪୨:୧-୧୩ (ଶିଖାଇବା ଅଧ୍ୟୟନ ୧୧)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ଆପଣ ଘର ମାଲିକଙ୍କୁ ସ୍ମାରକର ନିମନ୍ତ୍ରଣ ପତ୍ର ଦିଅନ୍ତି ଏବଂ ସେ ସେଠାରେ ଆସିବା ପାଇଁ ରାଜି ହୋଇଯାʼନ୍ତି । (ଲୋକଙ୍କୁ ପ୍ରେମ ପାଠ ୬ ପଏଣ୍ଟ ନଂ. ୪)

୫. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ନିଜର ସମ୍ପର୍କୀୟଙ୍କୁ ସ୍ମାରକରେ ଡାକନ୍ତୁ । ତାଙ୍କୁ jw.org ୱେବସାଇଟ୍‌ ଦେଖାଇ କହନ୍ତୁ ଯେ ତାଙ୍କ ଅଞ୍ଚଳରେ ସ୍ମାରକ କେଉଁଠି ରଖାଯାଇଛି । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୫)

୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା

(୫ ମି.) ଭାଷଣ । ପ୍ର୨୨.୦୬ ପୃ ୧୮ ¶୧୫-୧୭—ବିଷୟ: ମୃତ୍ୟୁର ଡର—ରୋମୀୟ ୮:୩୭-୩୯ ପଦ ଅନୁସାରେ, ଆମକୁ କାହିଁକି ମୃତ୍ୟୁକୁ ଡରିବା ଉଚିତ୍‌ ନୁହେଁ ? (ଶିଖାଇବା ଅଧ୍ୟୟନ ୧)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୮

୭. ଶନିବାର, ୭ ମାର୍ଚ୍ଚରୁ ସ୍ମାରକ ନିମନ୍ତ୍ରଣ ଅଭିଯାନ ଆରମ୍ଭ ହେବ

(୫ ମି.) ସେବା ଅଧ୍ୟକ୍ଷଙ୍କ ଭାଷଣ । ତାʼପରେ କହନ୍ତୁ ଯେ ଏହି ଅଭିଯାନ ଚଲାଇବା ଏବଂ ବିଶେଷ ଭାଷଣ ଓ ସ୍ମାରକ ପାଇଁ କʼଣ କʼଣ ବ୍ୟବସ୍ଥା କରାଯାଇଛି । ସମସ୍ତଙ୍କୁ ମାର୍ଚ୍ଚ ଓ ଏପ୍ରିଲ୍‌ ମାସରେ ପ୍ରଚାର ସେବାରେ ଅଧିକରୁ ଅଧିକ ଭାଗ ନେବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ । ପ୍ରଚାରକମାନେ ଚାହିଁଲେ ୧୫ ଘଣ୍ଟାର ସହଯୋଗୀ ଅଗ୍ରଦୂତ ସେବା କରିପାରିବେ ।

୮. ସଂଗଠନକୁ ମିଳିଥିବା ସଫଳତା

(୧୦ ମି.) ଆଲୋଚନା ।

ମାର୍ଚ୍ଚ ମାସର ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ଭିଡିଓରେ ଦିଆଯାଇଥିବା ପ୍ରଶ୍ନ ପଚାରନ୍ତୁ ।

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୬୬-୬୭

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୧୧ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ